Odisha news

ଚୀନ୍‌ ସାମଗ୍ରୀକୁ ବଏକଟ କର: ହରଭଜନ

0

ନୂଆଦିଲ୍ଲୀ,୨୨ା୬(ଏଜେନ୍ସି): ପୂର୍ବ ଲଦାଖର ଗଲୱାନ୍‌ ଉପତ୍ୟାକାରେ ଭାରତ ଏବଂ ଚୀନ୍‌ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ତିକ୍ତକ୍ତା ବଢ଼ିଛି । କେବଳ ଏତିକି ନୁହେଁ ଭାରତରେ ଚୀନ୍‌ ସାମଗ୍ରୀକୁ ବର୍ଜ୍ଜନ କରିବା କଥା ଜୋର ଧରିଛି । ଭାରତୀୟ ଅଫ୍‌ସ୍ପିନର ହରଭଜନ ସିଂ ସାରାଦେଶବାସୀଙ୍କୁ ଚୀନ୍‌ ସାମଗ୍ରୀ ବର୍ଜ୍ଜନ କରିବାକୁ ନିବେଦନ କରିଛନ୍ତି ।

Leave A Reply