Odisha news

ମନ୍ଦିରର ଦୀପ ନିଆଁ ଲାଗି ମହିଳା ଗୁରୁତର

0

ଗଞ୍ଜାମ ବ୍ଲକ ଅନ୍ତର୍ଗତ କଳାଯମୁନା ସ୍ଥିତ ନୀଳକଣ୍ଠସ୍ୱର ମନ୍ଦିରରେ ଶିବମନ୍ଦିର ରେ ଦୀପ ଲଗାଉଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ଆହତ ହୋଇ ପ୍ରଥମେ ବ୍ରହ୍ମପୁର ମେଡିକାଲ ପରେ ବେସରକାରୀ ଶ୍ରୀରାମ ମେଡିକାଲ କୁ ସ୍ଥାନାନ୍ତରି ତ୍ ହୋଇଥିବା ଜଣାପଡିଛି। ଆହତ ମହିଳା ଜଣଙ୍କ ଇ.ସ୍ୱରସ୍ବତୀ ରେଡି ।ତାଙ୍କର ଘର ଗଞ୍ଜାମ ବ୍ଲକ ର କାଇଞ୍ଚ ପୁର ପଂଚୟତ ର ଝାଡ଼କୁଦା ଗ୍ରାମ ବୋଲି ଜଣାପଡିଛି ।

ସେ ଆଜି ଶିବରାତ୍ରି ପାଇଁ କଳାଯମୁନାର ଶିବା ମନ୍ଦିରକୁ ଦର୍ଶନ ପାଇଁ ଯାଇ ଦିପ ଲଗାଉଥିବା ବେଳେ ପଛପଟୁ କାନିରେ ନିଆଁ ଲାଗିଯିବା ଫଳରେ ଷାଠିଏ ଭାଗ ପୋଡ଼ିଯାଇଥିଲା । ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ108 ଆମ୍ବୁଲାନ୍ସ କୁ ଡାକି ମେଡିକାଲ ପଠାଇଥିଲେ ।

Leave A Reply

Your email address will not be published.