Odisha news

ଅକ୍ଷୟ ପ୍ରଧାନ ହେଲେ ବିଜେଡି ଜିଲ୍ଲା ଯୁବ ଉପସଭାପତିl

0
ଗଞ୍ଜାମ: ଗଞ୍ଜାମ ଜିଲ୍ଲା  ଯୁବ ବିଜେଡି ର ଉପସଭାପତି ଭାବେ  ଅକ୍ଷୟ ପ୍ରଧାନ ମନୋନୀତ ହୋଇଥିବା ଜଣାପଡୁଛି l ଏନେଇ ବୁଧବାର ବିଜୁଯୁବ ଜନତା ଦଳ ପକ୍ଷରୁ ଏହା ଘୋଷଣା କରାଯାଇଛି l ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଅକ୍ଷୟ  ବିଜେଡିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ କାର୍ଯ୍ୟ କରିଆସୁଛନ୍ତି l ପୂର୍ବରୁ ସେ ଜିଲ୍ଲାର ଆଇ. ଟି ସେଲ ସଂଯୋଜକ ଭାବେ ଦାଇତ୍ୱ ରହିଥିଲେ l ଏହି ଦାଇତ୍ୱ ମିଳିବା ପରେ ସେ
  ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର, ବିଜେଡି ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ ସାହୁଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି l ଆଗାମୀ ଦିନରେ ଯୁବ  ସଂଗଠନ ସୁଦୃଢ କରିବା ପାଇଁ ଉଦ୍ୟମ ଜାରି ରହିବ ବୋଲି ନବ ନିଯୁକ୍ତ ଜିଲ୍ଲା ଯୁବ ଉପସଭାପତି ଅକ୍ଷୟ  ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି l
Leave A Reply