ଢ଼େଙ୍କିକୋଟ ତା ୨୮. ୧. ୨୪ : ଜଗତ ଜନନୀ ମାଆ ତାରିଣୀ କଂ ପୂଜକ ବରିଷ୍ଠ ଦେହୁରି ଋଷିନାଥ ଦେହୁରି ( ୭୦) କଂ ଆଜି ଦେହାନ୍ତ ହୋଇଯାଇଛି l ସେ ଜଣେ ସ୍ନେହୀ,ମେଳାପୀ ଓ ମିଷ୍ଠଭାସି, ମଣିଷ ଥିଲେ l ଦୀର୍ଘ ଦିନରୁ ସେ ମାଆ କଂ ପୁଜାଚର୍ନା କରିଥିଲେ l ଘଟଗାଁ ଅଂଚଳରେ ସେ ଅନେକ ବିକାଶମୁଳକ କାର୍ଯ୍ୟ ରେ ନିୟୋଜିତ ଥିଲେ l ତାଂକର ମୃତ୍ୟୁ ଯୋଗୁଁ ଘଟଗାଁ ଅଂଚଳରେ ଶୋକର ଛାୟା ଖେଳିଯାଇଛି l ବହୁ ମାନ୍ୟଗଣବ୍ୟକ୍ତି ତାଂକର ବାସଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ l