କଟକ(ରାଜେଶ କୁମାର ଲେଙ୍କା) – କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ କୂଳକଳପଡା ଗ୍ରାମ ଖେଳପଡିଆରେ ଜେ.ଜେ.ସି କ୍ଳବ ଆନୁକୂଲ୍ୟରେ କ୍ରିକେଟ ମ୍ୟାଚରେ ଫାଇନାଲରେ ସ୍ମାଇଲ ଇଲେଭେନ କ୍ଲବ ଓ ଚାର୍ଜ ଇଲେଭେନ କ୍ଲବ ମଧ୍ୟରେ ଅନୁଷ୍ଠିତହୋଇ ଚାର୍ଜ ଇଲେଭେନ କ୍ଲବ ଚମ୍ପିୟାନ ହୋଇ ନଗଦ ୧୧ ହଜାର ଟଙ୍କା ଓ ପୁରସ୍କାର ଗ୍ରହଣ କରିଛନ୍ତି ଏଥିସହ ପରାଜିତ ବ୍ଲକକୁ ୭ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ପୁରସ୍କାର ବିତରଣୀ ସଭାରେ ଅତିଥିଭାବେ ଆରତ ରଂଜନ ବିଶ୍ଵାଳ,ମନୋରଞ୍ଜନ ଶତପଥୀ ଯୋଗଦାନ କରିଥିବାବେଳେ କ୍ଲବ ପକ୍ଷରୁ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ରହି ପ୍ରତିଯୋଗି ମାନଙ୍କୁ ଉତ୍ସହିତ କରିଥିଲେ ।
