କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା : ସମଗ୍ର ଦେଶରେ ୪୫୬୧୧୮୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ,୫୮୬୮୪ ଜଣ ସୁସ୍ଥ,୧୪୪୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ
ନୂଆଦିଲ୍ଲୀ: ଜୁନ୍ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୪୫୬୧୧୮୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫୮୬୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୪୪୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୦୨୨ ରହିଛି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୧୯ ଜଣ, ଆସାମରେ ୯ ଜଣ, ବିହାରରେ ୫୬ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୨ ଜଣ, ଦିଲ୍ଲୀରେ ୨୩୦୧ ଜଣ, ଗୋଆରେ ୧ ଜଣ, ଗୁଜରାଟରେ ୧୭୧୦ ଜଣ, ହରିୟାଣାରେ ୧୭୮ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ଜମ୍ମୁ ଓ କଶ୍ମୀରରେ ୮୭ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, କର୍ଣ୍ଣାଟକରେ ୧୫୦ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୨୫ ଜଣ, ମହାରାଷ୍ଟ୍ରରେ ୬୫୩୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୭ ଜଣ, ପୁଦ୍ଦୁଚେରୀରେ ୯ ଜଣ, ପଞ୍ଜାବରେ ୧୦୫ ଜଣ, ରାଜସ୍ଥାନରେ ୩୬୫ ଜଣ, ତାମିଲନାଡୁରେ ୮୩୩ ଜଣ, ତେଲେଙ୍ଗାନାରେ ୨୨୦ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୦ ଜଣ, ଉତ୍ତରପ୍ରଦେଶରେ ୫୮୮ ଜଣ ଏବଂ ପଶ୍ଚମବଙ୍ଗରେ ୫୮୦ ଜଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୫୦), ଆନ୍ଧ୍ରପ୍ରଦେଶ (୧୦୦୦୨), ଅରୁଣାଚଳ ପ୍ରଦେଶ (୧୪୮), ଆସାମ (୫୮୩୧), ବିହାର (୮୧୫୩), ଚଣ୍ଡିଗଡ଼ (୪୧୮), ଛତିଶଗଡ଼ (୨୩୬୨), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୧୨୦) ଜଣ, ଦିଲ୍ଲୀ (୬୬୬୦୨), ଗୋଆ (୯୦୯), ଗୁଜରାଟ (୨୮୩୭୧), ହରିୟାଣା (୧୧୫୨୦), ହିମାଚଳ ପ୍ରଦେଶ (୭୭୫), ଜମ୍ମୁ ଓ କଶ୍ମୀର (୬୨୩୬), ଝାଡ଼ଖଣ୍ଡ (୨୧୮୫) କର୍ଣ୍ଣାଟକ (୯୭୨୧), କେରଳ (୩୪୫୧), ଲଦାଖ (୯୩୨), ମଧ୍ୟପ୍ରଦେଶ (୧୨୨୬୧), ମହାରାଷ୍ଟ୍ର (୧୩୯୦୧୦), ମଣିପୁର (୯୨୧), ମେଘାଳୟ (୪୬), ମିଜୋରାମ (୧୪୨), ନାଗାଲାଣ୍ଡ (୩୩୦), ଓଡ଼ିଶା (୫୪୭୦), ପୁଦ୍ଦୁଚେରୀ (୪୦୨), ପଞ୍ଜାବ (୪୩୯୭), ରାଜସ୍ଥାନ (୧୫୬୨୭), ସିକିମ୍ (୭୯), ତାମିଲନାଡୁ (୬୪୬୦୩), ତେଲେଙ୍ଗାନା (୯୫୫୩), ତ୍ରିପୁରା (୧୨୫୯), ଉତ୍ତରାଖଣ୍ଡ (୨୫୩୫), ଉତ୍ତରପ୍ରଦେଶ (୧୮୮୯୩) ଓ ପଶ୍ଚିମବଙ୍ଗ (୧୪୭୨୮) ।
ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୦), ଆନ୍ଧ୍ରପ୍ରଦେଶ (୪୫୯୯), ଅରୁଣାଚଳ ପ୍ରଦେଶ (୨୨), ଆସାମ (୩୭୬୨), ବିହାର (୬୧୦୪), ଚଣ୍ଡିଗଡ଼ (୩୨୨), ଛତିଶଗଡ଼ (୧୫୫୩), ଦାଦର ନଗର ହାୱେଲି (୨୯), ଦିଲ୍ଲୀ (୩୯୩୧୩), ଗୋଆ (୨୦୫), ଗୁଜରାଟ (୨୦୫୧୩), ହରିୟାଣା (୬୪୯୮), ହିମାଚଳ ପ୍ରଦେଶ (୪୪୩), ଜମ୍ମୁ ଓ କଶ୍ମୀର (୩୬୪୨), ଝାଡ଼ଖଣ୍ଡ (୧୫୨୦), କର୍ଣ୍ଣାଟକ (୬୦୦୪), କେରଳ (୧୮୦୯), ଲଦାଖ (୧୪୮), ମଧ୍ୟପ୍ରଦେଶ (୯୩୩୫), ମହାରାଷ୍ଟ୍ର (୬୯୬୩୧), ମଣିପୁର (୨୫୮), ମେଘାଳୟ (୩୭), ମିଜୋରାମ (୯) ନାଗାଲାଣ୍ଡ୍ (୧୪୧), ଓଡ଼ିଶା (୩୯୮୮), ପୁଦ୍ଦୁଚେରୀ (୧୬୫), ପଞ୍ଜାବ (୩୦୪୭), ରାଜସ୍ଥାନ (୧୨୨୧୩), ସିକିମ୍ (୨୯), ତାମିଲନାଡୁ (୩୫୩୩୯), ତେଲେଙ୍ଗାନା (୪୨୨୪), ତ୍ରିପୁରା (୮୦୭), ଉତ୍ତରାଖଣ୍ଡ (୧୬୦୨), ଉତ୍ତରପ୍ରଦେଶ (୧୨୧୧୬) ଓ ପଶ୍ଚିମବଙ୍ଗ (୯୨୧୮) ।