Browsing Category
ଖେଳ
Sports
ଏଥର ଆଇପିଏଲ୍ରେ ରହିବନି ଭିଭୋ ଲୋଗୋ
ନୂଆଦିଲ୍ଲୀ, ୬ା୮ (ଏଜେନ୍ସି) : ନିକଟରେ ଭିଭୋ ଚଳିତବର୍ଷ ଆଇପିଏଲ୍ର ଟାଇଟଲ୍ ପ୍ରାୟୋଜକ ରହିବ ନାହିଁ ବୋଲି ସୂଚନା ଦେଇଥିଲା । ଏନେଇ…
ଓଡ଼ିଶା ଏଫ୍ସି ଗୋଲ୍କିପିଂ କୋଚ୍ ରାମୋସ
ଭୁବନେଶ୍ୱର, ୬ା୮ : ଆଗାମୀ ହିରୋ ଇଣ୍ଡିଆନ୍ ସୁପର୍ଲିଗ୍ର ସପ୍ତମ ସଂସ୍କରଣ ପାଇଁ ଭୁବନେଶ୍ୱରର ଓଡ଼ିଶା ଏଫ୍ସି ଦଳ ସଜବାଜ ଜାରି ରଖିଛି ।…
ଲାରାଙ୍କୁ କରୋନା ଖବର ମିଛ
ନୂଆଦିଲ୍ଲୀ, ୬ା୮ (ଏଜେନ୍ସି) : େୱଷ୍ଟଇଣ୍ଡିଜ୍ର ପୂର୍ବତନ ଅଧିନାୟକ ବ୍ରାଏନ୍ ଲାରାଙ୍କୁ କରୋନା ହୋଇଥିବା ଖବର ପ୍ରସାରିତ ହୋଇଥିଲା ।…
ତୃତୀୟ ଦିନିକିଆ: ଇଂଲଣ୍ଡ ୨୩୯/୭
ସାଉଥମ୍ପଟନ, ୪ା୮ (ଏଜେନ୍ସି) : ଆୟର୍ଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୩୮…
ଆଇପିଏଲ୍-୧୩ ୫ ଦିନରେ ଥରେ କରୋନା ଟେଷ୍ଟ
ନୂଆଦିଲ୍ଲୀ, ୪ା୮ (ଏଜେନ୍ସି) : ଆଇପିଏଲ୍ ତ୍ରୟୋଦଶ ସଂସ୍କରଣ ନିମନ୍ତେ ଅଂଶଗ୍ରହଣକାରୀ ୮ଟି ଦଳର ସମସ୍ତ ଖେଳାଳି ୟୁଏଇ ଯିବେ । ତେବେ…
ଆଇପିଏଲ୍ ପ୍ରାୟୋଜକରୁ ହଟିଲା ଭିଭୋ
ନୂଆଦିଲ୍ଲୀ, ୪ା୮ (ଏଜେନ୍ସି) : ଇଣ୍ଡିଆନ୍ ପି୍ରମିୟର ଲିଗ୍ (ଆଇପିଏଲ୍)ର ପ୍ରାୟୋଜକରୁ ଚାଇନା ମୋବାଇଲ୍ କମ୍ପାନୀ ଭିଭୋ ଓହରି ଯାଇଛି ।…
ବୟସ ଜାଲିଆତିରେ ଧରାପଡ଼ିଲେ ଦୁଇବର୍ଷ ବାସନ୍ଦ ଦଳର କିଟ୍ ପ୍ରାୟୋଜକ ପାଇଁ ବିସିସିଆଇର ଟେଣ୍ଡର…
ନୂଆଦିଲ୍ଲୀ, ୩ା୮ (ଏଜେନ୍ସି) : ଘରୋଇ କ୍ରିକେଟ୍ରେ ବୟସ ଜାଲିଆତି ସମ୍ବନ୍ଧୀୟ ବିଶୃଙ୍ଖଳାକୁ ନେଇ ବିସିସିଆଇ ଏକ ନୂତନ ନୀତି ଆପଣାଇବାକୁ…
ଆଇପିଏଲ୍-୧୩ ୟୁଏଇରେ ୫୩ ଦିନର ମହାସମର
ନୂଆଦିଲ୍ଲୀ, ୩ା୮ (ଏଜେନ୍ସି) : ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ସେପେଫମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି…
ବାପା ହେଲେ ପାଣ୍ଡ୍ୟା
ନୂଆଦିଲ୍ଲୀ,୩୦ା୭(ଏଜେନ୍ସି): ଭାରତୀୟ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତୃତ୍ୱ ଲାଭ କରିଛନ୍ତି । ଗୁରୁବାର ପନିୀ ନତାସା…
ରୋହିତ ଅସାଧାରଣ ବ୍ୟାଟ୍ସମ୍ୟାନ: ଫର୍ଗୁସନ୍
ନୂଆଦିଲ୍ଲୀ,୩୦ା୭(ଏଜେନ୍ସି): କ୍ରିକେଟ୍ର ସଂକ୍ଷିପ୍ତ ଫର୍ମାଟ୍ରେ ରୋହିତ ଶର୍ମାଙ୍କ ଧମାକାଦାର ପ୍ରଦର୍ଶନ ସମସ୍ତଙ୍କୁ ଜଣା । ଖାସ୍ କରି…