ଆଜିକାଲି ବିୟର କିମ୍ବା କୋଲଡ଼ ଡ୍ରିଂକ୍ସ ସେବନ କରିବାର ଲୋକପ୍ରିୟତା ଖୁବ ଟ୍ରେଣ୍ଡ ହେବାରେ ଲାଗିଛି, କିନ୍ତୁ ଯଦି ଆପଣ ସିଧା ସଳଖ ବିୟର ସହିତ କୋଲଡ଼ ଡ୍ରିଙ୍କ ସେବନ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ବୈଜ୍ଞାନିକ ମାନେ ଚେତାବନୀ ଦେଇଛନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ପ୍ରାଣଘାତକ ହୋଇପାରେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କୋଲଡ଼ ଡ୍ରିଙ୍କ କିମ୍ବା ବିୟର କୁ ମିଳିତ ଭାବରେ ସେବନ କରିବା ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ l
ସ୍ୱାସ୍ଥ୍ୟ ଏକ୍ସପର୍ଟ ଙ୍କ ମତରେ କୋଲଡ଼ ଡ୍ରିଙ୍କ କିମ୍ବା ବିୟର କୁ ଦୀର୍ଘଦିନ ଧରି ଷ୍ଟୋର କରି ରଖିବା ସେବନ କରିବା ଦ୍ୱାରା ଏହା ବ୍ୟାକ୍ଟେରିଆ ରେ ପ୍ରଭାବିତ ହୋଇଥାଏ, ଏହାଛଡା କୋଲଡ଼ ଡ୍ରିଂକ୍ସ ସହିତ ଦୀର୍ଘ ଦିନର ବିୟର ସେବନ କରିବା ଦ୍ୱାରା ଫୁସଫୁସ ମଧ୍ୟ ଗମ୍ଭୀର ଭାବରେ ପ୍ରଭାବିତ ହୋଇଥାଏ l
ଏହାଛଡା ଷ୍ଟମାକ ଇନଫେକ୍ସନ ହେବା ସହିତ ଝାଡା ବାନ୍ତି ଓ ଡାଇରିଆ ସମସ୍ୟା ମଧ୍ୟ ଦେଖା ଯାଇଥାଏ, ଏହି ସମସ୍ୟା ଦ୍ୱାରା ଲିଭର ପ୍ରଭାବିତ ହୋଇ ଲିଭର ରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ, ଏବଂ ହର୍ମୋନ ସିଷ୍ଟମ ପ୍ରଭାବିତ ହୋଇଥାଏ l
ରିସର୍ଚ୍ଚ କହୁଛି ଯେ କୋଲଡ଼ ଡ୍ରିଂକ୍ସ ଓ ବିୟର ମିଶାଇ ସେବନ କଲେ ହର୍ମୋନ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇଥାଏ, ଏବଂ ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇଥାଏ, କାହିଁକି ନା ବିୟର ଓ କୋଲଡ଼ ଡ୍ରିଂକ୍ସ ବିଶେଷ ଭାବରେ ଟିନ ପ୍ୟାକ ରେ ବିକ୍ରି ହୋଇଥାଏ, ଏବଂ ଏହି ତିନ ପ୍ୟାକ ବିଭିନ୍ନ ପ୍ରକାର କେମିକାଲଶ ରେ ପ୍ରସ୍ତୁତ ହୋଇଥାଏ l ଯାହାକି ହାର୍ଟ କୁ ମଧ୍ୟ ଗମ୍ଭୀର ଭାବରେ ପ୍ରଭାବିତ କରେ l