Odisha news

ବୁଗୁଡ଼ାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ

0
ବୁଗୁଡ଼ା : ତା ୦୩/୧୧/୨୩ : ବୁଗୁଡ଼ା ଅଞ୍ଚଳରେ ଚଳିତ ବର୍ଷ ମା’ ଗଜଲକ୍ଷ୍ମୀ କୁମାର ପୂର୍ଣ୍ଣିମାରୁ ପୂଜା ପାଇଆସୁଥିବା ବେଳେ ବିଭିନ୍ନ ପୂଜା କମିଟି ପକ୍ଷରୁ ଜାକଜମକରେ ଭସାଣି ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଗତ ବୁଧବାର ଦିନ ହାଇସ୍କୁଲ ଛକ ଏବଂ ବଡଦାଣ୍ଡ ସାହି ଗଜଲକ୍ଷ୍ମୀ ମେଢର ବିସର୍ଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା ବେଳେ ଆଜି ସ୍ଥାନୀୟ ବ୍ଲକ ଛକ ପୂଜା କମିଟି ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ମେଢର ଭସାଣି ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବାଦ୍ୟ ବାଜଣା ଓ ନାନା ବେଶ ପଟୁଆରରେ ସହ ବାଣ ଫୁଟାଇ ମା’ଙ୍କୁ ଶୋଭାଯାତ୍ରାରେ ବିଦାୟ ଦେଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା ।
Leave A Reply