Odisha news

ରୁଟି ଏହିସବୁ ଉପାୟରେ ପ୍ରସ୍ତୁତ  କରିବା ହୋଇପାରେ ଆପଣଙ୍କ ପାଇଁ  କ୍ୟାନ୍ସର ର କାରଣ, ଯଥା ଶୀଘ୍ର  ହୋଇ ଯାଆନ୍ତୁ  ସତର୍କ 

0
ଭାରତରେ ରୁଟି ଗୋଟିଏ ପ୍ରଧାନ ଖାଦ୍ୟ ଭାବରେ ଜଣାଶୁଣା l ଏହାଛଡା ଏଠାରେ ବିଭିନ୍ନ କିସମ ର ରୁଟି ପ୍ରସ୍ତୁତ ହୋଇଥାଏ l ଯେଉଁଥିରେ ଗହମ ଅଟାର ରୁଟି ଖୁବ ସାଧାରଣ ଅଟେ l ଗହମ ରେ ଫାଇବର ଖୁବ କମ ରହିଥାଏ କିନ୍ତୁ ବାଜରା, ଜୋ କିମ୍ବା ଅନ୍ୟ ଶସ୍ୟ ମୂଖ୍ୟତଃ ଭାବରେ ରହିଥାଏ l ପୂର୍ବରୁ ଗ୍ରାମୀଣ ଇଲାକାରେ ଗହମ ସହିତ ଅନ୍ୟାନ୍ୟ ଶସ୍ୟ ମିଶାଇ ରୁଟି ପ୍ରସ୍ତୁତ କରାଯାଉ ଥିଲା l କିନ୍ତୁ ବର୍ତମାନ ସହରରେ ମଧ୍ୟ ଏଭଳି ମଲ୍ଟିଗ୍ରେନ ଅଟାର ଚାହିଦା ଅଧିକ ଦେଖିବାକୁ ମିଳୁଛି l କିନ୍ତୁ ରୀତିକୁ ପ୍ରସ୍ତୁତ କରିବା ପାଇଁ କିଛିଟା ବିଶେଷ ନିୟମ ରହିଛି l
* ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ରୀତିକୁ ସିଧାସଳଖ ଆଞ୍ଚ ରେ ସେକିବା ଦ୍ୱାରା କ୍ୟାନ୍ସର ଭଳି ସମସ୍ୟା ଦେଖିବାକୁ ମିଳିଥାଏ l ରୁଟି କୁ ଆପଣ ଲୁହ ତାୱା ରେ ସେକି ପାରିବେ କିନ୍ତୁ ନିଅଁରେ ସେକିବା ଶରୀର ପାଇଁ କ୍ଷତିକାରକ, ଏହା କ୍ୟାନ୍ସର ର କାରଣ ହୋଇଥାଏ l
* ଆଜିକାଲିର ଆଧୁନିକ ଯୁଗରେ ବିଭିନ୍ନ ମେଟାଲ ର ବ୍ୟବହାର ହୋଇଥାଏ l ସ୍ୱେହି ମେଟାଲ ମଧ୍ୟରୁ ଗୋଟିଏ ହେଉଛି ନନଷ୍ଟିକ ମେଟାଲ l ସାଧାରଣ ଭାବରେ ନନଷ୍ଟିକ ର ବ୍ୟବହାର ସମସ୍ତଙ୍କ ଘରେ ହୋଇଥାଏ l ସେହିଭଳି ନନଷ୍ଟିକ ରେ ମଧ୍ୟ ରୁଟି ପ୍ରସ୍ତୁତ କରାଯାଇ ଥାଏ, କିନ୍ତୁ ନନଷ୍ଟିକ ରେ ରୁଟି ପ୍ରସ୍ତୁତ କରିବା ଦ୍ୱାରା କ୍ୟାନ୍ସର ର କାରଣ ହୋଇପାରେ l
* କଦାପି ରୁଟିକୁ ଅଟା ଚକଟିବା ପରେ ତୁରନ୍ତ ପ୍ରସ୍ତୁତ କରିବା ଉଚିତ ନୁହେଁ l ଅଟା ଚକଟି କିଛି ସମୟ ରଖି ଦିଅନ୍ତୁ ଓ ଏହାପରେ ରୁଟି ପ୍ରସ୍ତୁତ କରନ୍ତୁ l ଏହା ଶରୀର ପାଇଁ ହିତକର ହୋଇଥାଏ l
* ଆମେ ଅନେକ ସମୟରେ ରୁଟିକୁ ତିଆରି କରି ଆଲୁମିନିଅମ ଫଏଲ୍ ରେ ପ୍ୟାକ କରିଥାଉ l କିନ୍ତୁ ଏହା ଠିକ ନୁହେଁ l ଗବେଷଣା କହୁଛି ଯେ ଆଲୁମିନିୟମ ଫଏଲ୍ ଶରୀର ପାଇଁ ଗମ୍ଭୀର ରୋଗର କାରଣ ହୋଇଥାଏ ଏବଂ ଏହା କ୍ୟାନ୍ସର ର ମଧ୍ୟ କାରଣ ଅଟେ l
Leave A Reply