୨୫ ବର୍ଷର ଅପାରଗ ବିଜେଡ଼ି ସରକାର ତଡି ଓଡ଼ିଶାର ବିକାଶ ପାଇଁ ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ନିର୍ମାଣରେ ବିଜେପିକୁ ସୁଯୋଗ ଦିଅ : ଜେପି ନଡ୍ଡା
*ବିକାଶ ନାଁରେ ଶୋଷଣ କରିଛି ବିଜେଡ଼ି ସରକାର
*ପ୍ରତି ପଞ୍ଚାୟତକୁ ପାଞ୍ଚ କୋଟି ଦିଆଯାଉଛି
* ରେଳବାଇ ବିକାଶ, ବମ୍ବେ ଭାରତ ଟ୍ରେନ ଚଳାଚଳ
ବ୍ରହ୍ମପୁର ତା ୨୮/୪.ରାଜ୍ୟରେ ବିଜେଡି ସରକାର ଅପାରଗ ସରକାର ଲୋକଙ୍କୁ ବିକାଶ ଉପରେ ପ୍ରତିବନ୍ଧକ ସୃଷ୍ଠି କରିଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଗରିବ, ଶ୍ରମିକ, ଶିଳ୍ପୀ, ମହିଳା, ଦଳିତ, ଆଦିବାସୀ ମାନଙ୍କ ସହିତ ସବୁ କ୍ଷେତ୍ରରେ ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଶିକ୍ଷା କୃଷି, ଶିଳ୍ପ,ସ୍ବାସ୍ଥ୍ୟ ସେବା ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯାହା ଦେଶରେ ଆର୍ଥିକ ବିକାଶ
ହେବା ରେ ସହାୟକ ହୋଇଛି। କରୋନା ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଇଞ୍ଜେକ୍ସନ ତିଆରି କରି ତାହାର ଉନ୍ନତ ପ୍ରଣାଳୀରେ ବିଶେଷଜ୍ଞଙ୍କ ମାଧ୍ୟମରେ ସଫଳ ହୋଇ ଥିଲା। ରାଜ୍ୟ ରେ ଚିଟଫଣ୍ଡ ଦୁର୍ନୀତିରେ ସାଧାରଣ ଲୋକଙ୍କ ରହି ଥିବା ଟଙ୍କା ଫେରାଇବାକୁ ବିଜେପି ଯୋଜନା କରିଛି। ପଞ୍ଚାୟତ କୁ ବିକାଶ ନିମନ୍ତେ ୩ ରୁ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉଥିଲା ଏବେସପ୍ରତି ପଞ୍ଚାୟତକୁ ପାଞ୍ଚ କୋଟି ଦିଆଯାଉଛି।
ରେଳବାଇ ବିକାଶ,ବମ୍ବେ ଭାରତ ଟ୍ରେନ ଭୂବନେଶ୍ବର ଠାରୁ ବିଶାଖାପାଟଣା,ପୁରୀ ଠାରେ କଲିକତା ଭଳି ଅନେକ ବ୍ୟବସ୍ଥା କରାଯାଇଛି। ରାଜ୍ୟ ରେ ଦେଢ଼ କୋଟି ଲୋକ ବହାରକୁ ଯାଉଛିନ୍ତି। ଶିଳ୍ପ ସ୍ବାସ୍ଥ୍ୟ ସେବା ସହିତ ପର୍ଯ୍ୟଟନ ର ବିକାଶ ହେଲେ ଓଡ଼ଶାର ବିକାଶ ହେବ ବୋଲି ଆଜି ସନ୍ଧ୍ୟାରେ ସ୍ଥାନୀୟ ଆମ୍ବପୁଆ ସ୍ଥିତ ବିବେକ ବିହାର ସ୍ଥିତ ସାଧାରଣ ନିର୍ବାଚନ ସଭାରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ମତବ୍ୟକ୍ତ କରିଛନ୍ତି। ଧାନରେ ୩୧୫୦ କୁଇଣ୍ଟାଲ କୁ ବୃଦ୍ଧି କରାଯିବ।୨୪ବର୍ଷ ନବୀନ ଶାସନରେ ଯୁବକଙ୍କ ପାଇଁ ଚାକିରୀ ନାହିଁ ଫଳରେ ଗଞ୍ଜାମ ଏବଂ ଗଜପତି ଜିଲ୍ଲାରୁ ସୁରଟ, ବାଙ୍ଗାଲୁରୁ, ମୁମ୍ବାଇରେ ଦାଦନ ଖଟିବାକୁ ଯାଉଛନ୍ତି ଓଡ଼ିଶାର ଯୁବ ସମାଜ ।ରାଜ୍ୟରେ ଜନପ୍ରତିନିଧି ନୁହଁନ୍ତି ବରଂ କିଛି ମୁଷ୍ଟିମେୟ ଅଫିସର ସରକାରକୁ ନିୟନ୍ତ୍ରଣ କରୁଛନ୍ତି । ଅଫିସରଙ୍କ ଆତଙ୍କ ରାଜ୍ୟ ଭାବେ ନୂଆ ରୂପ ନେଇଛି ଓଡ଼ିଶା । ୧୦ ବର୍ଷର ମୋଦି ସରକାରରେ ଓଡ଼ିଶାକୁ ଆସିଥିବା ୧୮.୮୭ ଲକ୍ଷ କୋଟି ଟଙ୍କାର ଆର୍ଥୀକ ଅନୁଦାନ ଓ ସହାୟତାକୁ ହରିଲୁଟ୍ କରାଯାଇଛି ।ରାଜ୍ୟ ସଭାପତି ମନମୋହନ ସାମଲ, ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଂସଦ ବିପ୍ଳବ ଦେଓ ଯୋଗ ଦେଇ କୃଷି, ମତ୍ସ୍ୟଜୀବୀ, ଶ୍ରମିକ ମାନେ ଦୁର୍ଦ୍ଦିନରେ ପରିବାର ଗୁଜୁରାଣ ମେଣ୍ଟାଇଛନ୍ତି। ଆପଣ ନବୀନ ପଟ୍ଟନାୟକ ନୁହଁନ୍ତି ଏବେ ନବୀନ ପାଣ୍ଡିଆନ ବନିଗଲେଣି ବୋଲି ସେ କହିଛନ୍ତି। ରାଷ୍ଟ୍ରିୟ ଉପ ସଭାପତି ବୈଜୟନ୍ତ ପଣ୍ଡା ।ବିଜେଡି ସରକାରକୁ ପରିବର୍ତ୍ତନ ଆଣିବାକୁ ୧୮ ଲକ୍ଷ ଟଙ୍କାର ଦୂର୍ନିତି ହିସାବ ଦେଇ ପାରିଲେ ନାହିଁ।
ଧନ କିଣା ରେ ଦୂର୍ନିତି ୩୧ ଶହ ଟଙ୍କା ରେ ଧାନ କିଣିବ।
୪୦ ହଜାର କୋଟି ଟଙ୍କା ଚିଟଫଣ୍ଡ ଜମାକାରୀ ମାନଙ୍କ ଫେରାଇବ ସରକାରଙ୍କୁ ଆଣିବା ଦାଇତ୍ୱ ଆପଣଙ୍କର ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ମତବ୍ୟକ୍ତ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ
ପ୍ରଦୀପ ପାଣିଗ୍ରାହୀ, ସଭାପତି ଡ଼ା.ସୁବାସ ସାହୁ ସାଂସଦ ,ବ୍ରହ୍ମପୁର ସଂଯୋଜକ ସରୋଜ ସାବତ,ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କେ.ଅନିଲ କୁମାର,ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,,ଟି ଗୋପି,
ଗୋପାଳପୁର ପ୍ରାର୍ଥୀ ବିଭୂତି ଭୂଷଣ ଜେନା,ପ୍ରଶାନ୍ତ କର, ପୂର୍ବତନ ଉପ ବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ବିପିନ ପ୍ରଧାନ,ରାମ କୁମାର ପାତ୍ର, ବନମାଳୀ ସେଠୀ, ବିଧାୟକ ନାରାୟଣ ରାଓ, ଛତ୍ରପୁର କୃଷ୍ଣଚନ୍ଦ୍ର ନାୟକ, ମୋହନା ପ୍ରଶାନ୍ତଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
ରାଜ୍ୟ ସଭାପତି ମନମୋହନ ସାମଲ, ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସଂସଦ ବିପ୍ଳବ ଦେଓ କୃଷି, ମତ୍ସ୍ୟଜୀବୀ, ଶ୍ରମିକ ମାନେ ଦୁର୍ଦ୍ଦିନରେ ପରିବାର ଗୁଜୁରାଣ ମେଣ୍ଟାଇଛନ୍ତି।
ଆପଣ ନବୀନ ପଟ୍ଟନାୟକ ନୁହଁନ୍ତି ଏବେ ନବୀନ ପାଣ୍ଡିଆନ ବନିଗଲେଣି ବୋଲି ସେ କହିଛନ୍ତି। ରାଷ୍ଟ୍ରିୟ ଉପ ସଭାପତି ବୈଜୟନ୍ତ ପଣ୍ଡା ବିଜେଡି ସରକାରକୁ ପରିବର୍ତ୍ତନ ଆଣିବାକୁ ୧୮ ଲକ୍ଷ ଟଙ୍କାର ଦୂର୍ନିତି ହିସାବ ଦେଇ ପାରିଲେ ନାହିଁ। ଧନ କିଣା ରେ ଦୂର୍ନିତି ୩୧ ଟଙ୍କା ରେ ଧାନ କିଣିବ ଦେଢ କୋଟି ଲୋକ ବହାରକୁ ଯାଉଛିନ୍ତି । ୪୦ ହଜାର କୋଟି ଟଙ୍କା ଚିଟଫଣ୍ଡ ଜମାକାରୀ ମାନଙ୍କ ଫେରାଇବ ସରକାରଙ୍କୁ ଆଣିବା ଦାଇତ୍ୱ ଆପଣଙ୍କର ଆପଣଙ୍କୁ