ବିରଜାକ୍ଷେତ୍ର : କରୋନ ସହାୟତା ପାଇଁ ସବୁ ସ୍ତରରେ ସହଯୋଗ ଜାରି ରହିଛି । ଯାଜପୁର ଜିଲ୍ଲାରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ ଓ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିପଂ ପାଣ୍ଠିକୁ ପ୍ରଦାନ କରାଯାଇଥିବା ୬୦ ଲକ୍ଷ ଟଙ୍କାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କୁ ପ୍ରଦାନ କରିଚ୍ଥନ୍ତି ।
ବୁଧବାର ଦିନ ଜିଲ୍ଲାପାଳ ଶ୍ରୀ ଦାସ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଏହି ଅର୍ଥକୁ ଜିଲ୍ଲା ପକ୍ଷରୁ ହସ୍ତାନ୍ତର କରିବା ସହ କରୋନା ମୁକାବିଲାରେ ଏହା ଉପଯୋଗ ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ସଚିବ ଶ୍ରା ତ୍ରିପାଠୀ ଯାଜପୁର ଜିଲ୍ଲାବାସୀଙ୍କର ଏହି ମହନୀୟ ଦାନ ପାଇଁ ଧନ୍ୟବାଦ ଜଣାଇବା ସହ କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କର ଅବଦାନକୁ ପ୍ରଶଂସା କରିଥିଲେ । ସୂଚନା ଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ସ୍ଥାନରୁ