Odisha news

ବୃଦ୍ଧା ଙ୍କ ଉପରେ ଚଢିଗଲା ବାଇକ

0
ବେତନଟୀ : ବୈଶିଙ୍ଗା ଥାନା ଅଧିନ ଯୁଗଳ ରେଳ ଷ୍ଟେସନ ନିକଟରେ ରେ ବୃଦ୍ଧା ଙ୍କ ଉପରେ ଚଢିଗଲା ବାଇକ l ମିଳିଥିବା ସୂଚନା ମୁତାବକ ଯୁଗଳ ସ୍ଥିତ ଦୁର୍ଗାପୁର ଗ୍ରାମର  ସ୍ବର୍ଗତ ବାୟା ସିଂ ଙ୍କ ସ୍ତ୍ରୀ ଶକୁନ୍ତଳା ସିଂ(୫୩) କାମ ସାରି  ଟ୍ରେନ ରୁ ଓହ୍ଲାଇ ଚାଲି ଘରକୁ ଯିବା ସମୟ ରେ ସେହି ଗ୍ରାମ ର କ୍ଷୀରଦ ନାୟକ ବାଇକ ଯୋଗେ ଦ୍ରୁତ ଗତି ଆସି ଶକୁନ୍ତଳା ଙ୍କ ଗୋଡ ଉପରେ ଚଢି ଯାଇଥିଲା l ସ୍ଥାନୀୟ ଲୋକଙ୍କ ସହାୟତା ରେ ପ୍ରଥମେ ଶକୁନ୍ତଳା କୁ ବେତନଟୀ ଡାକ୍ତର ଖାନା ରେ ପ୍ରାଥମିକ ଚିକିତ୍ସା ପରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ କୁ ସ୍ଥାନାନ୍ତରିତ କରିଥିବା ଜଣାଯାଇଛି ।
Leave A Reply