Odisha news

ବିସିସିଆଇ ସହିବ ବିପୁଳ କ୍ଷତି !

0

ନ ୂ ଅ । ଦ ି ଲ ୍ଲ ୀ , ୧ ୩ । ୩ ( ଏ େ ଜ ନ ୍ସି ) :
କରୋନା ଯୋଗୁଁ ଆଇପିଏଲ୍‌ ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ଘୁଞ୍ଚିଛି । ଯଦି
କରୋନା ଆତଙ୍କ ନିୟନ୍ତ୍ରଣକୁ ନଆସେ ତେବେ ଆଇପିଏଲ୍‌ ବାତିଲ ହେବାର ସମ୍ଭାବନା ରହିଛି । ଏଭଳି ହେଲେ ବିସିସିଆଇ ବିପୁଳ ପରିମାଣର କ୍ଷତି ସହିବ । ଆଇପିଏଲ୍‌ ବାତିଲ୍‌ ହେବା ଦ୍ୱାରା ବିସିସିଆଇକୁ ପ୍ରାୟ ୧୦ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ ।

Leave A Reply