ସୌଭାଗ୍ୟଶାଳୀ ପତ୍ନୀ ଙ୍କ ନିକଟରେ ଥାଏ ଏହି ଲକ୍ଷଣ , ଏଭଳି ଗୁଣ ଥିବା ଜୀବନସାଥୀ ସୁନ୍ଦର କରିଦେଇଥାଏ ଘର-ପରିବାର କୁ ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ୧୮ ତମ ମହାପୁରାଣ ଅଟେ, ଏହା ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହାନ ଗରୁଡ଼ ଙ୍କ ମଧ୍ୟରେ ସମ୍ବାଦ ର ବିସ୍ତୃତ ଆଦାନପ୍ରଦାନ ଅଟେ, ଏହି ପବିତ୍ର ଗ୍ରଂଥ ରେ ମୃତ୍ୟୁ ପରେ ଆତ୍ମା ର ଅବସ୍ଥା ର ଉଲେଖ ହେବା ସହିତ, ଜୀବନ କୁ ସୁଖମୟ ଓ ସନ୍ତୁଳିତ ରଖିବାରେ ଗୂଢ଼ ରହସ୍ୟ ର ମଧ୍ୟ ବିସ୍ତାର ଭାବରେ ବର୍ଣନା ହୋଇଛି, ଗରୁଡ଼ ପୁରାଣ ର ନୀତିସାର ରେ ଭଗବାନ ବିଷ୍ଣୁ ଙ୍କ ଆରାଧନା, ବ୍ରତ, ଜପ,ତପ ଯଜ୍ଞ , ଆଚରଣ ନିୟମ ଓ ଅନ୍ୟ ଧାର୍ମିକ ସିଦ୍ଧାନ୍ତ ବିଷୟରେ କୁହାଯାଇଛି l ଏହି ଗ୍ରନ୍ଥରେ ସ୍ତ୍ରୀଙ୍କ ଗୁଣ, ଲକ୍ଷଣ, ଚରିତ୍ର ଏବଂ କର୍ତବ୍ୟ ର ମଧ୍ୟ ଉଲେଖ ମିଳିଥାଏ, ଭଗବାନ ବିଷ୍ଣୁ ଏଥିରେ ଗୋଟିଏ ଆଦର୍ଶ ପତ୍ନୀ ଙ୍କ ସେହି ବିଶେଷ ଗୁଣ ବିଷୟରେ କୁହାଯାଇଛି, ଯାହା ପରିବାର ରେ ପ୍ରେମ, ସୌହାର୍ଦ୍ୟ ଏବଂ ଖୁସି ବିଷୟରେ ଧ୍ୟାନ ରଖିଥାଏ l ଗୋଟିଏ ଭଲ ପତ୍ନୀ ର ପ୍ରମୁଖ ଗୁଣ – ସ୍ୱାମୀଙ୍କ ଆଜ୍ଞାର ସମ୍ମାନ – ଗରୁଡ଼ ପୁରାଣ ଅନୁସାରେ ସେହି ପତ୍ନୀ ଗୁଣି ଓ ପତିବ୍ରତା ହୋଇଥାଏ ଯିଏକି ସ୍ୱାମୀର ଉଚିତ ଆଜ୍ଞାର ପାଳନ କରିଥାଏ, ଏବଂ ଭୁଲ ଠିକ ର ଠିକ ଜାଣିପାରି ସ୍ୱାମୀକୁ ଠିକ ରାସ୍ତାରେ ନେବାରେ ପରିଚାଳିତ କରିଥାଏ l ଗୃହସ୍ଥ ଜୀବନ ର ଦାୟିତ୍ୱ – ବିବାହ ପରେ ପତ୍ନୀ ର ଗୋଟିଏ ପ୍ରମୁଖ ଧର୍ମ ଅଟେ କି ସେ ଘର- ଗୃହସ୍ଥି ର ଦେଖା ଚାହାଁ ଏବଂ ସମସ୍ତ ଦାୟିତ୍ୱ କୁ ଠିକ ଭାବରେ ତୁଲାଇଥାଏ l ସ୍ୱାମୀର ସମ୍ମାନ – ଗୋଟିଏ ଆଦର୍ଶ ପତ୍ନୀ ନିଜ ସ୍ୱାମୀ ପ୍ରତି ସମ୍ମାନ ଭାବ ରଖିବା ଉଚି, ଏହାଦ୍ୱାରା ନା କେବଳ ବୈବାହିକ ସମ୍ବନ୍ଧ ମଧୁର କରିଥାଏ, ଏବଂ ସମାଜ ରେ ପ୍ରତିଷ୍ଠା ଦେଇଥାଏ, ତେଣୁ ସ୍ୱାମୀଙ୍କ ସହିତ କଥା ହେବା ସମୟ ରେ ସମ୍ମାନର ସହିତ କଥା ହେବା ଜରୁରୀ l ପରିବାର ସଦସ୍ୟ ଙ୍କ ଆଦର- ପତ୍ନୀ ସର୍ବଦା ସ୍ୱାମୀଙ୍କ ପରିବାର ର ସମସ୍ତ ସଦସ୍ୟ, ବୟସ୍କ ଏବଂ ସାନ ମାନଙ୍କ ସହିତ ଆଦର ବ୍ୟବହାର କରିବା ସହିତ ସମ୍ମାନ ରଖିବା ଜରୁରୀ l
ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ୧୮ ତମ ମହାପୁରାଣ ଅଟେ, ଏହା ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହାନ ଗରୁଡ଼ ଙ୍କ ମଧ୍ୟରେ ସମ୍ବାଦ ର ବିସ୍ତୃତ ଆଦାନପ୍ରଦାନ ଅଟେ, ଏହି ପବିତ୍ର ଗ୍ରଂଥ ରେ ମୃତ୍ୟୁ ପରେ ଆତ୍ମା ର ଅବସ୍ଥା ର ଉଲେଖ ହେବା ସହିତ, ଜୀବନ କୁ ସୁଖମୟ ଓ ସନ୍ତୁଳିତ ରଖିବାରେ ଗୂଢ଼ ରହସ୍ୟ ର ମଧ୍ୟ ବିସ୍ତାର ଭାବରେ ବର୍ଣନା ହୋଇଛି, ଗରୁଡ଼ ପୁରାଣ ର ନୀତିସାର ରେ ଭଗବାନ ବିଷ୍ଣୁ ଙ୍କ ଆରାଧନା, ବ୍ରତ, ଜପ,ତପ ଯଜ୍ଞ , ଆଚରଣ ନିୟମ ଓ ଅନ୍ୟ ଧାର୍ମିକ ସିଦ୍ଧାନ୍ତ ବିଷୟରେ କୁହାଯାଇଛି l
ଏହି ଗ୍ରନ୍ଥରେ ସ୍ତ୍ରୀଙ୍କ ଗୁଣ, ଲକ୍ଷଣ, ଚରିତ୍ର ଏବଂ କର୍ତବ୍ୟ ର ମଧ୍ୟ ଉଲେଖ ମିଳିଥାଏ, ଭଗବାନ ବିଷ୍ଣୁ ଏଥିରେ ଗୋଟିଏ ଆଦର୍ଶ ପତ୍ନୀ ଙ୍କ ସେହି ବିଶେଷ ଗୁଣ ବିଷୟରେ କୁହାଯାଇଛି, ଯାହା ପରିବାର ରେ ପ୍ରେମ, ସୌହାର୍ଦ୍ୟ ଏବଂ ଖୁସି ବିଷୟରେ ଧ୍ୟାନ ରଖିଥାଏ l
ଗୋଟିଏ ଭଲ ପତ୍ନୀ ର ପ୍ରମୁଖ ଗୁଣ –
ସ୍ୱାମୀଙ୍କ ଆଜ୍ଞାର ସମ୍ମାନ –
ଗରୁଡ଼ ପୁରାଣ ଅନୁସାରେ ସେହି ପତ୍ନୀ ଗୁଣି ଓ ପତିବ୍ରତା ହୋଇଥାଏ ଯିଏକି ସ୍ୱାମୀର ଉଚିତ ଆଜ୍ଞାର ପାଳନ କରିଥାଏ, ଏବଂ ଭୁଲ ଠିକ ର ଠିକ ଜାଣିପାରି ସ୍ୱାମୀକୁ ଠିକ ରାସ୍ତାରେ ନେବାରେ ପରିଚାଳିତ କରିଥାଏ l
ଗୃହସ୍ଥ ଜୀବନ ର ଦାୟିତ୍ୱ –
ବିବାହ ପରେ ପତ୍ନୀ ର ଗୋଟିଏ ପ୍ରମୁଖ ଧର୍ମ ଅଟେ କି ସେ ଘର- ଗୃହସ୍ଥି ର ଦେଖା ଚାହାଁ ଏବଂ ସମସ୍ତ ଦାୟିତ୍ୱ କୁ ଠିକ ଭାବରେ ତୁଲାଇଥାଏ l
ସ୍ୱାମୀର ସମ୍ମାନ –
ଗୋଟିଏ ଆଦର୍ଶ ପତ୍ନୀ ନିଜ ସ୍ୱାମୀ ପ୍ରତି ସମ୍ମାନ ଭାବ ରଖିବା ଉଚି, ଏହାଦ୍ୱାରା ନା କେବଳ ବୈବାହିକ ସମ୍ବନ୍ଧ ମଧୁର କରିଥାଏ, ଏବଂ ସମାଜ ରେ ପ୍ରତିଷ୍ଠା ଦେଇଥାଏ, ତେଣୁ ସ୍ୱାମୀଙ୍କ ସହିତ କଥା ହେବା ସମୟ ରେ ସମ୍ମାନର ସହିତ କଥା ହେବା ଜରୁରୀ l
ପରିବାର ସଦସ୍ୟ ଙ୍କ ଆଦର-
ପତ୍ନୀ ସର୍ବଦା ସ୍ୱାମୀଙ୍କ ପରିବାର ର ସମସ୍ତ ସଦସ୍ୟ, ବୟସ୍କ ଏବଂ ସାନ ମାନଙ୍କ ସହିତ ଆଦର ବ୍ୟବହାର କରିବା ସହିତ ସମ୍ମାନ ରଖିବା ଜରୁରୀ l