Odisha news

SBI – PNB , BOB ସମେତ କେଉଁ କେଉଁ ବ୍ୟାଙ୍କ୍ ହେବେ ପ୍ରାଇଭେଟ୍, ନୀତି ଆୟୋଗ ଜାରୀ କଲା ଲିଷ୍ଟ୍

0
ନୂଆଦିଲ୍ଲୀ : ବ୍ୟାଙ୍କ୍ ଗୁଡ଼ିକ ର ଘରୋଇ କରଣ କୁ ନେଇ ସରକାର ଙ୍କ ପକ୍ଷରୁ ବଡ ପ୍ରସ୍ତୁତି ଚାଲିଛି । ଏହାକୁ ନେଇ ନୀତି ଆୟୋଗ ପକ୍ଷରୁ ତାଲିକା ଜାରୀ କରି କେଉଁ କେଉଁ ବ୍ୟାଙ୍କ୍ କୁ ସରକାର ଘରୋଇ କରଣ କରିବେ ଓ କେଉଁସବୁ ବ୍ୟାଙ୍କ୍ କୁ ଏହି ତାଲିକା ରୁ ବାହାର କରାଯାଇଛି । କିନ୍ତୁ ଏହି ସମୟରେ ସରକାର ୨ଟି ବ୍ୟାଙ୍କ୍ ଓ ଜେନେରାଲ ବୀମା କମ୍ପାନୀ କୁ ଘରୋଇ କରଣ କରିବା ପାଇଁ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ ।
୪ଟି ବ୍ୟାଙ୍କ୍ ହେବ ମର୍ଜ୍ -:
ଆପଣଙ୍କୁ କହି ରଖୁଛୁ ଯେ ଅଗଷ୍ଟ ୨୦୧୯ ରେ ମେ ୧୦ ତାରିଖ ରୁ ୪ଟି ବ୍ୟାଙ୍କ୍ କୁ ମର୍ଜ କରାଯାଇଥିଲା । ଏହାପରେ ଦେଶ ରେ ସରକାରୀ ବ୍ୟାଙ୍କ୍ ସଂଖ୍ୟା ୨୭ ରୁ କମି ୧୨ ହୋଇ ଯାଇଛି । କିନ୍ତୁ ଅନ୍ୟ ସବୁ ବ୍ୟାଙ୍କ୍ ଗୁଡ଼ିକର ଘରୋଇ କରଣ ପାଇଁ ବର୍ତ୍ତମାନ କେବଳ ପ୍ରସ୍ତୁତି ଚାଲିଛି । କିଛି ସେଭଳି ସ୍ଥିର କରାଯାଇ ନାହିଁ ବୋଲି ସୂଚିତ କରାଯାଇ ନାହିଁ ।
ଏହି ସବୁ ବ୍ୟାଙ୍କ୍ ହେବନାହିଁ ଘରୋଇ କରଣ -:
ନୀତି ଆୟୋଗ ପକ୍ଷରୁ ଜାରି ହୋଇଥିବା ତାଲିକାରେ କୁହାଯାଇଛି ଯେ ପଞ୍ଜାବ ନେସନାଲ ବ୍ୟାଙ୍କ୍ , ୟୁନିଅନ ବ୍ୟାଙ୍କ୍ , କାନାଡା ବ୍ୟାଙ୍କ୍ , ଏସବିଆଇ, ବ୍ୟାଙ୍କ୍ ଅଫ ବରୋଦା ଓ ଇଣ୍ଡିଆନ ବ୍ୟାଙ୍କ ସାମିଲ ଅଛନ୍ତି , ସରକାର ଙ୍କ ପକ୍ଷରୁ କୁହାଯାଇଛି ଯେ ଏହିସବୁ ବ୍ୟାଙ୍କ୍ କୁ ଘରୋଇ କରଣ କରାଯିବ ନାହିଁ । ସରକାରୀ ଅଧିକାରୀ ଙ୍କ ସୂଚନା ଅନୁସାରେ ଯେଉଁସବୁ ସରକାରୀ ବ୍ୟାଙ୍କ୍ ଗୁଡ଼ିକୁ କନ୍ସୋଲିଡେସନ୍ ଅଂଶ କରାଯାଇଛି ସେ ଗୁଡ଼ିକୁ ଘରୋଇ କରଣ ଠାରୁ ଦୂରେଇ ରଖା ଯାଇଛି ।
ବିତ ମନ୍ତ୍ରୀ ନିର୍ମଳା ସୀତା ରମଣ ଙ୍କ ପକ୍ଷରୁ ବଜେଟ୍ ପ୍ରସ୍ତାବ ସମୟରେ କୁହାଯାଇ ଥିଲା ଯେ ୨ଟି ସରକାରୀ ବ୍ୟାଙ୍କ୍ ଓ ଗୋଟିଏ ଇନ୍ସୁରାଂଶ କମ୍ପାନୀ କୁ ଘରୋଇ କରଣ କରିବା ପାଇଁ ପ୍ରସ୍ତୁତି ଚାଲିଛି ।
Leave A Reply