ବାଲିତୁଠ ୩/୮ ଅଭିଯୋଗ ଶୁଣିଲେ ତହସିଲଦାର ,ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଲେ ।ଏଭଳି ଘଟଣା ଦେଖିବାକୁ ମିଳିଛି ଏରସମା ତହସିଲ ଅଧିନ ଢ଼ିଙ୍କିଆ ପଞ୍ଚାୟତ ତ୍ରିଲୋଚନପୁର ଗାଁ ରେ ।ଢ଼ିଙ୍କିଆ ଚାରିଦେଶରେ ହେବାକୁ ଥିବା ପ୍ରସ୍ତାବିତ ଜେ ଏସ ଡବ୍ଲୁ କମ୍ପାନୀ ପକ୍ଷରୁ ଗୋବିନ୍ଦପୁର,ଢ଼ିଙ୍କିଆ,ମାହାଳ,ପା