Odisha news

ଅସ୍ତରଙ୍ଗ : ସର୍ଟସର୍କିଟଯୋଗୁଁ ଦୁଇବଖରା ଘର ଧ୍ୱଂଶ

0

ଅସ୍ତରଙ୍ଗ : ପୁରୀଜିଲ୍ଲା ଅସ୍ତରଙ୍ଗବ୍ଲକ ଅନ୍ତର୍ଗତ ନଗର ଗ୍ରାମରବାଲିପନ୍ତାଳସେନାପତିସାହି ର ପିତବାସସେନାପତିଙ୍କ ଘର ଗତ ରାତି ୩ ଘଟିକାସୟମରେବିଦ୍ୟୁତସର୍ଟସର୍କିଟଯୋଗୁଁ ପିତବାସଙ୍କ ୨ ବଖରା ଘର ସମ୍ପୁର୍ଣ୍ଣପୋଡି ଯାଇଛି , ଯାହା ଫଳରେଘରେ ଥିବାବହୁତ ଆସଭାବ ପତ୍ରସମ୍ପୁର୍ଣ୍ଣପୋଡି ଯାଇଛି, ଏ ଖବର ପାଇରାଜ୍ୟକ୍ରୀଡା ଓ ଯୁବବ୍ୟାପରମନ୍ତ୍ରୀ ତଥା କାକଟପୁରବିଧାୟକତୁଷାରକାନ୍ତିବେହେରା ଓ ଅସ୍ତରଙ୍ଗବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଦଃୁଖ ପ୍ରକାଶକରିଥିଲେ ।

ସଂଗେସଂଗେ ଦମକଳବାହୀନି ପହଂଚି ନିଆଁଲିଭାଇ ଥିଲେ । କ୍ରୀଡାମନ୍ତ୍ରୀଙ୍କତ୍ୱତବଧାନରେ ପ୍ରଶାସନ ଅଧିକାରୀ ପହଂଚିତହସିଲକର୍ମଚାରୀ ପିତବାସସେନାପତିଙ୍କୁ ଦୁଇଟି ପାଲ, ୮୦୦ ଟଙ୍କାବାସନ କୁୂସନ ପାଇଁ , ଦୁଇହଜାରଟଙ୍କାଲୁଗା ପଟା ପାଇଁ ଓ ଏକ ସପ୍ତାହମଧ୍ୟରେ ୯୫,୧୦୦ ଟଙ୍କା ଦିଆଯିବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏଥିପାଇଁଗ୍ରାମବାସୀବ୍ଲକ ଅଧ୍ୟକ୍ଷ ଓ କ୍ରୀଡାମନ୍ତ୍ରୀତୁଷାରକାନ୍ତିବେହେରା ଓ ତହସିଲଦାରରାଜଲକ୍ଷ୍ମୀ ନାୟକଙ୍କୁବହୁତ ପ୍ରଂଶସାକରିଛନ୍ତି ।

Leave A Reply