ଆସିକା(Amerendra pattanaik)କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାରା ଦେଶ ମଧ୍ୟରେ ୨୦୨୨ ବର୍ଷ ନିମନ୍ତେ ଆସିକା ପୋଲିସ୍ ଥାନା କୁ ଦେଶର ଶ୍ରେଷ୍ଠ ଥାନା ଭାବେ ମନୋନୀତ କରାଯାଇଛି।ରାଜ୍ୟ ପୋଲିସ ଡି ଜି ଙ୍କୁ ଏହି ମର୍ମ ରେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ନିର୍ଦ୍ଦେଶକ ତରୁଣ କୁମାର ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ନୂଆଦିଲ୍ଲୀ ଠାରେ ଆସନ୍ତା ୨୦ ଜାନୁଆରୀ ରେ କେନ୍ଦ୍ର ଗୃହମନ୍ତ୍ରୀ ଆସିକା ଥାନାର ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ମାନିତ କରିବା ସହ ଟ୍ରଫି ପ୍ରଦାନ କରିବେ ଓ ଶ୍ରୀ ସାହୁ ଙ୍କୁ ପୋଲିସ ପ୍ରୋଟୋକଲ ଅନୁଯାୟୀ ଯୋଗ ଦେବାକୁ କୁହାଯାଇଛି।କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାରା ଦେଶ ରେ ପୋଲିସ ଥାନା ଗୁଡିକର ବୃତ୍ତିଗତ ପାରଦର୍ଶିତା, ସ୍ୱଚ୍ଛତା,ନିଷ୍ଠାପରତା,ତ୍ୱରିତ,କା
Prev Post