Odisha news

ବଲିଉଡ୍ ସୁପର୍ ଷ୍ଟାର ଦିଲ୍ଲୀପ କୁମାରଙ୍କ ର ୯୬ ବର୍ଷ ବୟସରେ ମୃତ୍ୟୁ ଘଟିଛି

ମୁମ୍ବାଇ – ଦିଲ୍ଲୀପ କୁମାରଙ୍କ ର ବୁଧବାର ସକାଳୁ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ । ତାଙ୍କୁ ଅନେକ ଥର ଡାକ୍ତରଖାନା ମଧ୍ୟ ଭର୍ତି କରାଯାଇଥିଲା । ଜୁଲାଇ ୫ତାରିଖ ଦିନ ତାଙ୍କ ଟୁଇଟର ଆକାଉଣ୍ଟ ରୁ ତାଙ୍କ ପତ୍ନୀ ପତ୍ନୀ ମେସେଜ କରିଥିଲେ ଯେ ଦିଲୀପ ସାହେବ ଙ୍କ ସ୍ଥିତିରେ ସୁଧାର ଆସିଛି ।

ଦିଲୀପ କୁମାରଙ୍କ ପ୍ରକୃତ ନାମ ମହମ୍ମଦ ୟୁସୁଫ ଥିଲା । ସେ ଅନେକ ଗୁଡ଼ିଏ ସୁପରହିଟ ଚଳଚ୍ଚିତ୍ର ବଲିଉଡ୍ କୁ ଦେଇଛନ୍ତି ।

ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଦୁନିଆର ପ୍ରସିଦ୍ଧ ପୁରସ୍କାର ଦାଦା ସାହେବ୍ ଫାଲକେ ପୁରସ୍କାର ରେ ସମ୍ମାନିତ କରାଯାଇଥିଲା । ୨୦୧୫ ରେ ତାଙ୍କୁ ପଦ୍ମ ବିଭୂଷଣ ରେ ସମ୍ମାନିତ କରା ଯାଇଥିଲା ।

Comments are closed.