Odisha news

ଗବେଷକ ଙ୍କ ମତରେ ଯଦି ନିୟମିତ ଏସିଡିଟି ସମସ୍ୟାରେ ଗ୍ରସିତ ହେଉଛନ୍ତି , ତେବେ ଆକ୍ରାନ୍ତ ହୋଇ ପାରନ୍ତି ଏହି ସବୁ ରୋଗ ରେ

0
ଆଜିକାଲି ଆମେ ଯାହାକୁ ଦେଖୁଚୁ ସେ ଏସିଡିଟି ଦ୍ଵାରା ପ୍ରଭାବିତ ହେଉଛନ୍ତି । ଏସିଡିଟି ଏପରି ଗୋଟିଏ ସମସ୍ୟା ଯାହା ଶରୀର ପାଇଁ ଅନେକ ରୋଗ ଧରି ଆସିଥାଏ ।
୧- ଗବେଷଣା କହୁଛି ଯେ ଅଧିକ ଏସିଡିଟି ହେବା ଦ୍ବାରା ଶରୀରରେ ଅଧିକ କଫ ସମସ୍ୟା ଦେଖା ଦେଇଥାଏ ।
୨- ଯେଉଁ ଲୋକମାନେ ନିୟମିତ ଏସିଡିଟି ଦ୍ଵାରା ପ୍ରଭାବିତ ହୋଇ ଥାଆନ୍ତି । ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକ ହାର୍ଟ ଆଟକ ର ସମ୍ମୁଖୀନ ହୋଇ ଥାଆନ୍ତି ।
୩- ଯେଉଁ ବ୍ୟକ୍ତି ଙ୍କ ର ଆବଶ୍ୟକତା ଠାରୁ ଅଧିକ ଏସିଡିଟି ହୋଇଥାଏ ସେମାନେ କ୍ରୋନିକ୍ କଫ , ଛାତି ଯନ୍ତ୍ରଣା ଓ ସାଇନସ୍ ସମସ୍ୟା ଦ୍ଵାରା ପ୍ରଭାବିତ ହୋଇ ଥାଆନ୍ତି ।
୪- ଏସିଡିଟି କାରଣରୁ ହାର୍ଟ ଅଟକ ଓ ଷ୍ଟ୍ରୋକ୍ ର ବିପଦ ଅଧିକ ବୃଦ୍ଧି ହେବାର ଦେଖିବାକୁ ମିଳିଥାଏ ।
୫- ଏସିଡିଟି କାରଣରୁ ମଧୁମେହ ସମସ୍ୟା, ସ୍କିନ ରେ ଏଲାର୍ଜି ସମସ୍ୟା , ମୋଟପଣ ସମସ୍ୟା ବୃଦ୍ଧି ହୋଇଥାଏ । ତେଣୁ ଆପଣଙ୍କୁ ଏହାର ଚିକିତ୍ସା କରିବା ନିହାତି ଜରୁରୀ।
୬- ଯଦି ନିୟମିତ ଭାବେ ଆପଣ ଏସିଡିଟି ଦ୍ଵାରା ପ୍ରଭାବିତ ରହୁଛନ୍ତି ତେବେ ବ୍ଲାଡର ରେ ଇନଫେକ୍ସନ୍ ସମସ୍ୟା ଓ ଅନ୍ତ କୋଷରେ ସଂକ୍ରମଣ ଦେଖା ଦେଇଥାଏ ।
୭ – ଏସିଡିଟି ସମସ୍ୟା ରେ ପ୍ରଭାବିତ ହେଉଥିବା ବ୍ୟକ୍ତି ମାନେ ମସଲ୍ସ ରେ ଯନ୍ତ୍ରଣା , ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ଓ ଅଷ୍ଟ୍ରିୟୋ ପୋରୋଷିସ ସମସ୍ୟା ଦେଖା ଯାଇଥାଏ ।
Nalco
Leave A Reply