ବଲିଉଡର ର ପାୱାରଫୁଲ କପଲଙ୍କ ମଧ୍ୟରେ ସବୁଠୁ ଜଣାଶୁଣା ଯୋଡି ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ , ଉଭୟ ଦୀର୍ଘ ସମୟ ହେଲାଣି ନିଜର ବିବାହ ବିଛେଦ କୁ ନେଇ ଚର୍ଚାରେ ରହି ଆସୁଛନ୍ତି l ଗତ କିଛି ସମୟ ହେଲାଣି ଉଭୟ ଯେକୌଣସି ପାର୍ଟି ହୋଇଥାଉ କିମ୍ବା ଇଭେଣ୍ଟ ହୋଇଥାଉ ଉଭୟ କୁ ଅଲଗା ଅଲଗା ଯିବାର ଦେଖିବାକୁ ମିଳିଛି l ଯାହାକୁ ନେଇ ଉଭୟଙ୍କର ଅଲଗା ହେବାର କଥା ଅଧିକ ଦ୍ରୁତ ବେଗରେ କଳ୍ପନା କରାଯାଉଛି l
ଏହି ସମୟ ରେ ସୋସିଆଲ ମିଡିଆରେ କିଛିଟା ଫଟୋ କୁ ଦେଖି ତାଙ୍କ ପ୍ରଶଂସକ ଶାନ୍ତିରେ ନିଶ୍ୱାସ ମାରିଛନ୍ତି, ଏବଂ ନିଜର ପ୍ରତିକ୍ରିୟା ରଖି ଲେଖିଛନ୍ତି ଯେ ଉଭୟ ଏକାଠି ଖୁସିରେ ରୁହନ୍ତୁ l ଚଳଚିତ୍ର ପ୍ରଯୋଜକ ଅନୁ ରଞ୍ଜନ ନିଜ ଇନ୍ସଟାଗ୍ରାମ ରେ ଏହି ଫଟୋକୁ ସେୟାର କରିଛନ୍ତି l ଯେଉଁଥିରେ ଐଶ୍ୱର୍ଯ୍ୟ ଅଭିଷେକ ଙ୍କ ସହିତ ତାଙ୍କ ମା ବୃନ୍ଦା ରାୟ ନଜର ଆସିଛନ୍ତି l
ଉଭୟଙ୍କ ଫଟୋ ସେହି ସମୟ ରେ ଭାଇରଲ ହୋଇଛି ଯେତେବେଳେ ବିବାହ ବିଛେଦ କୁ ନେଇ ପ୍ରଶଂସକ ମାନେ ଦୁଖୀ ଅଛନ୍ତି. ଯାହାକି ତାଙ୍କୁ ଗୋଟିଏ ପ୍ରକାରର ଖୁସି ଦେଇଛି l ଐଶ୍ୱର୍ଯ୍ୟା -ଅଭିଷେକ ଙ୍କ ବିବାହ ବିଚ୍ଛେଦ ର ଗୁଜବ ମଧ୍ୟରେ ପ୍ରଡ୍ୟୁସର ଅନୁ ରଞ୍ଜନ ଗୋଟିଏ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ଐଶ୍ୱର୍ଯ୍ୟା ଓ ଅଭିଷେକ ବ୍ଲାକ କଲର ମ୍ୟାଚିଙ୍ଗ ଆଉଟଫିଟ ରେ ନଜର ଆସିଥିଲେ l ଐଶ୍ୱର୍ଯ୍ୟା ଓ ଅଭିଷେକ ଖୁବ ସୁନ୍ଦର ଦେଖା ଯାଉଥିଲେ l ଏହି ଫଟୋ ରେ ଉଭୟ ୯୦ ଦଶକ ର ହିରୋଇନ ଆୟେସl ଜୁଲକା ଙ୍କ ସହିତ ନଜର ଆସିଛନ୍ତି l