Odisha news

ଅଖିଳ ଭାରତୀୟ ଛାତ୍ର ଙ୍କ ଦ୍ବାରା ଗରିବ ବୃଦ୍ଧ, ବୃଦ୍ଧା ମାନଙ୍କୁ ଶିତ ବସ୍ତ୍ର ବଣ୍ଟନ

0

ପୋଲସରା,(ରଂଜୟ ପାଣିଗ୍ରାହୀ)ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ରେ ଅଖିଳ ଭାରତୀୟ ଦିଦ୍ୟାଥୀ ପରିଷଦ  ପକ୍ଷରୁ ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ କାଯ୍ୟକ୍ରମ ଦୁର୍ଗାମାଧବ ପଗଣ୍ଡା ଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଥିଲା  ।ଗରିବ ଲୋକ ମାନଙ୍କୁ ଶୀତ ବସ୍ତ୍ର ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଏଥିରେ ବିଶିଷ୍ଟ ସମାଜସେବୀ ରଘୁନାଥ ପଣ୍ଡା, ନାରା ୟଣ ପଣ୍ଡା,ଅଂଚଳର ଜଣା  ,ଶୁଣ। ତଥା ଦାମ ସ୍ୱାଇଁ,ସମା ଜସେବୀ ରଘୁନ୍ନାଥ ପଣ୍ଡା ,ନାରାୟଣ ପଣ୍ଡା,ସହିତ ଛାତ୍ର ନେତା ଅମିତ ପଣ୍ଡା, ସୂର୍ଯ୍ୟମଣି ପାତ୍ର, ରୁଦ୍ରପ୍ରସାଦ ପଣ୍ଡା ଉପସ୍ଥିତ ରହି କାଯ୍ୟକ୍ରମକୁ ସଫଳ କରିଥିଲେ ପରିଶେଷରେ ଦୁର୍ଗାମାଧବ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଞ୍ଜାପନ କରିଥିଲେ। ଏହିପରି ଜନ ହିତ କାର୍ଯ୍ୟ କୁ ନେଇ ଗ୍ରାମ ବାସି ପ୍ରଶଂସା କରିବାସହ ପଣ୍ଡା ଫେମିଲିଙ୍କ ସହ ଅନ୍ୟ  ମାନଙ୍କୁ  ଧନ୍ୟବାଦ ଦେଇଥିଲେ।

Leave A Reply