Odisha news

ଜୟ ଆଖଣ୍ଡଳମଣି

0
ଜୟ ଆଖଣ୍ଡଳମଣି ହେ ଜୟ ଆରେଢି ନାଥ
ଅଶୁଭ ନାଶ କରିଣ  ହେପ୍ରଭୁ ଦେଖା ସୁପଥ  ।..
କରୋନା କୁ କର ବିଦାୟ ଏହି ଧରା ଧାମରୁ
ଏ ମରଣ ଡର କମାଅ  ଆମ  ଜନ ମନରୁ  ।..
ଟିକା ବିତରଣ ହେବାକୁ ଆମେ ଚାହିଁ ଵସିଛୁ
ତୋର ଦରଶନ ପାଇଁକି ମନେ କେତେ ଭାଳୁଛୁ ।..
ଦିଅ ବାବା ମଣି ଆଶିଷ ହେଉ ଦୁର୍ଦ୍ଦିନ ଶେଷ
ସଭିଙ୍କର ମୁହେଁ ଫୁଟାଅ ପ୍ରଭୃ ତୁମେ ହିଁ ହସ । ..
                            ****           ଅକ୍ଷୟ ପଣ୍ଡା
Leave A Reply