Odisha news

ଗୁଣୁପୁର ପଟଣା ଗ୍ରାମରେ ବିରଳ ପ୍ରଜାତିର ରଙ୍ଗ ବଦଳାଉଥିବା ଏଣ୍ଡୁଅ

0
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ  ଗଙ୍ଗରାମପୁର ଗ୍ରାମ ପଂଚାୟତ ଗୁଣୁପୁରପଟଣା ଗାଁ ରେ ଆଜି ସକାଳୁ ଏହି ବିରଳ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ମିଳିଛି l
ଏହି ଏଣ୍ଡୁଅ ଅନ୍ଧାର ହେଲେ ତାର ରୂପ ବଦଳେଇ ଦେଉଛି ଶରୀର କୁ ଗୋଲାକାର କରିଦେଉଛି  ପାଟଣା ଗାଁ ର ସଂଜୀବ ତରାଇଙ୍କ ଵାରୀରୁ ଧରାଯାଇ ଥିଲ ଖବର ପାଇ ରାଜନଗର ବନଖଣ୍ଡ ଅଧିକାରୀ ଘଟଣା ସ୍ଥଳରେ ପହଁଚି ଏଣ୍ଡୁଅ ଟିକୁ ଉଦ୍ଧାର କରିଛନ୍ତି l
Leave A Reply