ଆମେରିକାରୁ ଇରାନ ନାଗରିକଙ୍କୁ ଡ଼ିପୋର୍ଟ କରାଯାଉଥିବା ସମୟରେ ମିଳିଛି ବଡ଼ ଝଟକା, 9 ଜଣ ପ୍ରବାସୀ ଇରାନିୟ ନାଗରିକଙ୍କୁ ନେଇ ଯାଉଥିବା ଆମେରିକୀୟ ଡ଼ିପୋର୍ଟେସନ ଫ୍ଲାଇଟ କୁ ମଝି ରାସ୍ତାରେ ଫେରିବାକୁ ପଡିଥିଲା, ବିମାନ ଟିକୁ ପାକିସ୍ଥାନ ରାସ୍ତା ରେ ଇରାନ ପହଂଚିବାର ଥିଲା,କିନ୍ତୁ ପାକିସ୍ଥାନ ଅଚାନକ ଏହାକୁ ବାରଣ କରିଥିଲା, ଏବଂ ଏହାପରେ ବିମାନ ଟି ଏରିଜୋନା ର ମେସା ରେ ଅବତରଣ କରିଥିଲା l ନିୟୁୟର୍କ ଟାଇମ୍ସ ର ରିପୋର୍ଟ ଅନୁସାରେ ଏହି ଫ୍ଲାଇଟ ରେ ଥିବା ସମସ୍ତ ଇରାନୀ ନାଗରିକ ଙ୍କୁ ଏରିଜୋନା ରୁ ଡ଼ିପୋର୍ଟ କରାଗଲା l
ଯୋଜନା ଅନୁସାରେ ପ୍ରଥମେ ସେମାନଙ୍କୁ ପାକିସ୍ଥାନ ନିଆଯିବାର ଥିଲା,ଏବଂ ପରେ ଇରାନ ପଠା ଯିବାର ଥିଲା, ଜଣେ ଆମେରିକୀୟ ଅଧିକାରୀ ଙ୍କ ମତ ଅନୁସାରେ ବିମାନ ଟି ପାକିସ୍ଥାନ ରେ ଅବତରଣ କରିବା ପରେ ପୁନର୍ବାର ଏରିଜୋନା ର ଡିଟେନ୍ସ ସେଣ୍ଟର କୁ ଫେରି ଯାଇଥିଲା, ପାକିସ୍ଥାନ ର ଅଚାନକ ଏହି ନିଷ୍ପତି କୁ ନେଇ ପାକିସ୍ଥାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇ ନାହିଁ l
ଏରିଜୋନା କୁ ଇରାନୀ ନାଗରିକ ଡ଼ିପୋର୍ଟ ହୋଇଥିବା ଦ୍ଵିତୀୟ ଚେଷ୍ଟା ଅଟେ, ଏହି ଡ଼ିପୋର୍ଟେସନ କୁ ନେଇ ପାକିସ୍ଥାନ ଉପରେ ଆମେରିକା ପ୍ରଶ୍ନ ଉଠାଇଛି, ଟ୍ରମ୍ପ ପ୍ରଶାସନ ଇରାନ ଓ ଆଫଗାନିସ୍ଥାନ ର ନାଗରିକଙ୍କୁ ଡ଼ିପୋର୍ଟ କରିବା ପାଇଁ ପାକିସ୍ଥାନ ର ଟ୍ରାଞ୍ଜିଟ ପଏଣ୍ଟ ଭାବରେ ବ୍ୟବହାର କରିବାର ଯୋଜନା ପ୍ରସ୍ତୁତ କରିଛି, ଏହି ଅନୁସାରେ ଆମେରିକା ଯାଉଥିବା ବ୍ୟକ୍ତି ଙ୍କୁ ପ୍ରଥମେ ପାକିସ୍ଥାନ ପଠାଇବାର ଥିଲା କିନ୍ତୁ ଯାହାକି ସମ୍ଭବ ନଥିଲା l
ଏହି ମାମଲା ଏଥିପାଇଁ ମଧ୍ୟ ମୁଖ୍ୟ ଅଟେ କାହିଁକି ନା ଆମେରିକା ଭଳି ଦେଶ ରେ ଲୋକଙ୍କୁ ପାକିସ୍ଥାନ ର ରାସ୍ତା ବ୍ୟବହାର କରିବାକୁ ଚାହୁଁଚି, ଯାହାକୁ ପାକିସ୍ଥାନ ପକ୍ଷରୁ ସ୍ପଷ୍ଟି କରଣ କରାଯାଇ ନାହିଁ l
