Odisha news

୩୦୦ ବର୍ଷପରେ ମହାଶିବରାତ୍ରୀ ରେ ଘଟୁଛି ମହାଯୋଗ, ଏହିସବୁ ରାଶିଙ୍କ ଉପରେ ରହିବ ମହାଦେବଙ୍କ କୃପା

0

ହିନ୍ଦୁ ଧର୍ମରେ ମହାଶିବରାତ୍ରି ର ଅନେକ ମହତ୍ୱ ରହିଛି l ଏହିଦିନ ଭଗବାନ ଶିବଙ୍କୁ ସମର୍ପିତ ଅଟେ l ଏବଂ ଏହିଦିନ ଶିବଭକ୍ତ ମାନେ ଆନନ୍ଦ ଉଲ୍ଲାସ ରେ ବ୍ରତ ପାଳନ କରିଥାଆନ୍ତି l ଭୋଳାଶଙ୍କର ଯାହା ଉପରେ ପ୍ରସନ୍ନ ହୋଇ ଥାଆନ୍ତି ତାର ସମସ୍ତ ମନସ୍କାମନା ପୁର୍ଣ କରିଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଖୁବ ଦୁର୍ଲଭ ଯୋଗ ଘଟୁଛି l ଶାସ୍ତ୍ରଜ୍ଞ ଙ୍କ ମତ ଅନୁସାରେ ପାଖାପାଖି ୩୦୦ ବର୍ଷପରେ ଏଭଳି ଯୋଗ ଘଟୁଛି l ଏହିଦିନ ମହାଯୋଗ ଘଟୁଛି ତେଣୁ କିଛିଟା ରାଶିଙ୍କ ଖୁବ ଶୁଭ ସମୟ ଅଟେ l ଚଳିତବର୍ଷ ମହାଶିବରାତ୍ରି ଫେବୃଆରୀ ୧୫ ତାରିଖ ରବିବାର ରେ ଅନୁଷ୍ଠିତ ହେବ l

* ଯଦି ଗ୍ରହ ର ସ୍ଥିତି କହିବା ତେବେ ଏହିଦିନ ମକର ରାଶିରେ ମଙ୍ଗଳ ଓ ଚନ୍ଦ୍ରମା ର ଯୁତି ଘଟୁଛି, ଯାହାଦ୍ୱାରା ଚନ୍ଦ୍ର ମଙ୍ଗଳ ଯୋଗ ର ନିର୍ମାଣ ହେଉଛି l ଏହା ସହିତ କୁମ୍ଭ ରାଶିରେ ଶୁକ୍ର, ଶନି ଓ ସୂର୍ଯ୍ୟ ଙ୍କ ତ୍ରିଗ୍ରହୀ ଯୋଗ ନିର୍ମାଣ ହେଉଛି l ଏବଂ ମୀନ ରାଶିରେ ରାହୁ ଓ ବୁଧ ସଂଯୋଗ ଘଟୁଛି l ଏପରି ଯୋଗ ଅନେକ ରାଶିଙ୍କ ଜୀବନ ରେ ଖୁସି ଓ ସୁଖ ସମୃଦ୍ଧି ନେଇ ଆସିଥାଏ l

*  ମେଷ ରାଶି – ଚଳିତଥର ମହାଶିବ ରାତ୍ରୀ ରେ ମେଷ ରାଶିର ବ୍ୟକ୍ତିଙ୍କ ଉପରେ ମହାଦେବଙ୍କ ର ଅଶେଷ କୃପା ରହିବ l ବିତିୟ ଲାଭ ସହିତ ସମସ୍ତ ଇଛା ପୁର୍ଣ ହେବ l କ୍ୟାରିଅର ରେ ଉନ୍ନତି ହେବ , କଠିନ ପରିଶ୍ରମର ଫଳ ଆପଣ ପାଇବେ l ଜୀବନର ଅନେକ ସମସ୍ୟା ଦୂର ହେବ l ଏବଂ ବ୍ୟବସାୟ ରେ ସୁନ୍ଦର ଅବସର ଲାଭ ହେବ l

* ମିଥୁନ ରାଶି – ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ ଙ୍କ କୃପା ରହିବ l ଯଦି ଆପଣ ଜଣେ ଚାକିରିଆ ତେବେ ସୁଫଳ ପାଇବେ l ବ୍ୟବସାୟ ରେ ନୂଆ ସୁଯୋଗ ମିଳିବ l ମହାଦେବ ଙ୍କ କୃପା ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବ l

* ସିଂହ ରାଶି – ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ଥରର ଶିବରାତ୍ରି ଖୁବ ଭଲ ସୁଯୋଗ ନେଇ ଆସିବ l ପାର୍ଟନରସିପ ରେ କରୁଥିବା ବ୍ୟବସାୟ ରେ ଅନେକ ସଫଳତା ପାଇବେ l ବିତିୟ ସ୍ଥିତି ଭଲ ରହିବ ଓ ଋଣ ମୁକ୍ତ ହେବେ l  ମହାଦେବଙ୍କ କୃପାରୁ ଭଲ ସମ୍ପର୍କ ଗଢି ଉଠିବ l

Leave A Reply