Odisha news

ଅସୁର ମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ କିପରି ହରାଇଥିଲେ ନିଜର ଗୋଟିଏ ଆକ୍ଷି  

0

ପୌରାଣିକ କଥା ଅନୁସାରେ ଶୁକ୍ରାଚାର୍ଯ୍ୟ ଙ୍କ ପରିଚୟ ଅସୁର ମାନଙ୍କର ଗୁରୁ ଭାବରେ ରହିଛି, ଏବଂ ସେ ଜଣେ ନକରତ୍ମକ ଚେତନା ଥିବା ଗୁରୁ ଅଟନ୍ତି, ଏହାଛଡା ଶୁକ୍ରାଚାର୍ଯ୍ୟ ଙ୍କ ପି[ଭଵ ଜ୍ୟୋତିଷ ଶାସ୍ତ୍ର, ନକ୍ଷତ୍ର ବିଦ୍ୟା ଏବଂ ଆୟୁର୍ବେଦ ରେ ମଧ୍ୟ ରହିଛି l ଅସଲରେ ଶୁକ୍ରାଚାର୍ଯ୍ୟ ମୃତ ସଂଜୀବନୀ ବିଦ୍ୟାର ବିଶାରଦ ଥିଲେ, ମହର୍ଷି ଭୃଗୁ ଙ୍କ ପୁତ୍ର ଭାବରେ ଜନ୍ମ ନେଇଥିବା ଶୁକ୍ରାଚାର୍ଯ୍ୟ ଙ୍କୁ ମଧ୍ୟ ଭାର୍ଗଭ କୁହାଯାଇଥାଏ l ଗୋଟିଏ ଚକ୍ଷୁ ରହିଥିବା କାରଣରୁ ତାଙ୍କ ମଧ୍ୟରେ ନକାରାତ୍ମକ ଶକ୍ତି ଭରି ରହିଥିଲା l

କାହିଁକି ଶୁକ୍ରାଚାର୍ଯ୍ୟ ହରାଇ ଥିଲେ ଗୋଟିଏ ଆକ୍ଷି –

ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କୁ ଏକାକ୍ଷ ମଧ୍ୟ କୁହାଯାଇଥାଏ, ଏହା ପଛର ରାଜା ବାଳି ଓ ଶୁକ୍ରାଚାର୍ଯ୍ୟ ର ଗୋଟିଏ ଭବ୍ୟ ହବନ ରହିଛି, ସେହି ହୋମ ନିକଟରେ ଭଗବାନ ବିଷ୍ନୁ ବାମନ ଅବତାର ରେ ପହଂଚିଥିଲେ, ଏବଂ ରାଜା ବାଳି ଙ୍କୁ ତିନିପାଦ ଭୂମି ଭିକ୍ଷା ମାଗିଥିଲେ, ରୁଷି ଶୁକ୍ରାଚାର୍ଯ୍ୟ ଦିବ୍ୟ ଦର୍ଶୀ ହୋଇଥିବାରୁ ଜାଣିପାରି ଥିଲେ ଇଏ ହେଉଛନ୍ତି ଭଗବାନ ନାରାୟଣ, ତେଣୁ ସେ ବାଳି ଙ୍କୁ ଅଟକାଇବା ପାଇଁ ସୁକ୍ଷ୍ମ ଜୀବ ରେ ପରିବର୍ତ୍ତନ ହୋଇଗଲେ, ଏବଂ କମଣ୍ଡଳୁ ର ନଳୀ ଉପରେ ଯାଇ ବସିଗଲେ କାହିଁକି ନା ପାଣି ପକାଇବାକୁ ଅଟକାଇ ପାରିବେ l

ଭଗବାନ ନାରାୟଣ ତ ଦିବ୍ୟଦର୍ଶୀ ତେଣୁ ସେ ଶୁକ୍ରାଚାର୍ଯ୍ୟ ଙ୍କ ମନ କଥା ବୁଝିଗଲେ , ଏହଂ ସେ କମଣ୍ଡଳୁ ନଳୀ ରେ ଗୋଟିଏ କାଠି ଗେଞ୍ଜି ଦେଲେ, ଯାହା ଶୁକ୍ରାଚାର୍ଯ୍ୟ ଙ୍କ ଗୋଟିଏ ଆକ୍ଷିରେ ଫୁଟି ଗଲା, ଏବଂ ଶୁକ୍ରାଚାର୍ଯ୍ୟ ଯନ୍ତ୍ରଣା କାରଣରୁ ବାହାରି ଆସିଲେ ଓ କମଣ୍ଡଳୁ ର ଜଳ ବୋହି ଗଲା ଏବଂ ବାଳି  ଙ୍କ ଦାନ ସଂକଳ୍ପ ପୁର୍ଣ ହେଲା l

ଏବଂ ଭଗବାନ ବିଷ୍ଣୁ ବାଳି କୁ ତିନିପାଦ ଭୂମି ରେ ପୃଥିବୀ, ଆକାଶ ସହିତ ତ୍ରିଲୋକ ସମସ୍ତ ସାମ୍ରାଜ୍ୟ କୁ ଜିତି ଗଲେ l ଏହାପରେ ବାଳି କୁ ନାରାୟଣ ପାତାଳ ଲୋକରେ ସ୍ଥାପିତ କଲେ ଏବଂ ଶୁକ୍ରାଚାର୍ଯ୍ୟ ର ଗୋଟିଏ ଆକ୍ଷି ଚାଲିଗଲା , ଏହାପରେ ତାଙ୍କୁ ଏକାକ୍ଷ ମଧ୍ୟ କୁହାଯାଇ ଥାଏ l

Leave A Reply