Odisha news

ଧର୍ମେନ୍ଦ୍ର ଙ୍କୁ ଦେଖିବାକୁ ଯାଇଥିବା ଗୋବିନ୍ଦା ଗୋଟିଏ ଦିନ ପରେ ହସ୍ପିଟାଲ ରେ ଭର୍ତି ହେଲେ

0

ଚଳିତ ବର୍ଷ ବଲିଉଡ ପାଇଁ କିଛି ଠିକ ରହିଲାନାହିଁ, ୨୦୨୫ ରେ ଅନେକ ବଲିଉଡ କଳାକାର ଇଣ୍ଡଷ୍ଟ୍ରି ରୁ ଚାଲି ଯାଇଛନ୍ତି, ବର୍ତମାନ ଚଳଚିତ୍ର ଦୁନିଆର ତିନି ବଡ଼ କଳାକାର ହସ୍ପିଟାଲ ରେ ଭର୍ତି ହୋଇଛନ୍ତି, ଧର୍ମେନ୍ଦ୍ର ଡିସ୍ଚାର୍ଜ ହୋଇସାରିଲେଣି, ପ୍ରେମ ଚୋପ୍ରା ଭର୍ତି ହୋଇଛନ୍ତି, କିନ୍ତୁ ବର୍ତ୍ତମାନ ଗୋବିନ୍ଦ ହେଲେ ହସ୍ପିଟାଲାଇଜଡ଼ l

ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଗୋବିନ୍ଦା ମୁମ୍ବାଇ ର ଯୄହୁ ସ୍ଥିତ କ୍ରିଟିକେୟାର ଏସିଆ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ ରେ ଆଡମିଟ ହୋଇଛନ୍ତି, ଗୋବିନ୍ଦା ଙ୍କ ମ୍ୟାନେଜର କହିଛନ୍ତି ଯେ ଗୋବିନ୍ଦା ହୋସ ରେ ଅଛନ୍ତି l

ଏବଂ ଡାକ୍ତର ତାଙ୍କୁ ଅବଜର୍ଭେସନ ରେ ରଖିଛନ୍ତି, ଆଜିର ସମସ୍ତ ଟେଷ୍ଟ ର ରିପୋର୍ଟ ଆସିବା ପରେ ଡାକ୍ତର ଯାଞ୍ଚ କରିସାରି ଗୋବିନ୍ଦାଙ୍କୁ ଡିସ୍ଚାର୍ଜ କରିବେ ବୋଲି ଗୋବିନ୍ଦା ଙ୍କ ମ୍ୟାନେଜର କହିଛନ୍ତି l

ଗୋବିନ୍ଦା ଙ୍କ ପି[ଅରିବାର ପକ୍ଷରୁ ବର୍ତମାନ ସୁଧା ସେଭଳି  କୌଣସି ଚିଂତାପୂର୍ଣ ଖବର ହସ୍ତଗତ ହୋଇନାହିଁ l

Leave A Reply