Odisha news

ମଙ୍ଗଳବାର ଦିନ ରାମ ଭକ୍ତ ହନୁମାନ ଙ୍କ କୃପା ପାଇ ଋଣ ରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ୫ଟି ଚମତ୍କାରୀ ଉପାୟ

0

ମଙ୍ଗଳବାର ହେଉଛି ରମଭକ୍ତ ହନୁମାନଙ୍କୁ ସମର୍ପିତ ଅଟେ, ଏହିଦିନ ର ଆରମ୍ଭ ମଙ୍ଗଳ ଗ୍ରହ ରୁ ହୋଇଥାଏ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଜାତକ ରେ ମଙ୍ଗଳ ଦୋଷ ରହିଛି ସେମାନେ ଅନେକ ପ୍ରକାରର ଅସୁବିଧାର ସମୁଖୀନ ହୁଅନ୍ତି, ଏଣୁ ସେହି ବ୍ୟକ୍ତିମାନେ ମଙ୍ଗଳ ଦୋଷ ରୁ ମୁକ୍ତି ପାଇଁ କିଛିଟା ଉପାୟ କରିବା ଜରୁରୀ l ଏହାଛଡା ମଙ୍ଗଳବାର ର ଉପାୟ ଖୁବ ପ୍ରଭାବଶାଳୀ ଯାହା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ l

ମଙ୍ଗଳ ଦୋଷ ପ୍ରଭାବ କୁ ଦୂର କରିବାର ଉପାୟ –
– ହନୁମାନ ଚାଳିଶା ପାଠ – ପ୍ରତି ମଙ୍ଗଳବାର ସନ୍ଧ୍ୟା ସମୟ ରେ ହନୁମାନ ଙ୍କ ନିକଟରେ ହନୁମାନ ଚାଳିଶା ପାଠ କରନ୍ତୁ, ଏବଂ ରାମ ଭକ୍ତ ଙ୍କୁ ନାଲି ମନ୍ଦାର ଅର୍ପଣ କରନ୍ତୁ, ଏବଂ ପ୍ରଭୁଙ୍କ ନିକଟରେ ନିଜ ଇଛା ସମର୍ପଣ କରନ୍ତୁ l

– ଏହି ମନ୍ତ୍ର ପାଠ କରନ୍ତୁ – ମଙ୍ଗଳବାର ଦିନ ହନୁମାନ ଙ୍କୁ ପୂଜନ କରିବା ସମୟ ରେ ୧୦୮ ଥର ‘ଓଂ କ୍ରାରଂ କ୍ରିଙ୍ଗ କ୍ରୋଙ୍ଗ ଶଃ ଭୌମାୟ ନମଃ ‘ l ଏହିଦିନ ଆପଣ ନାଲି ବସ୍ତ୍ର, ମସୁର ଡ଼ାଲିଏବଂ ଗୁଡ଼ ର ଦାନ କରନ୍ତୁ, ଏହାଦ୍ୱାରା ଆପଣଙ୍କ ଦିନ ଏବଂ ରାତିରେ ଉନ୍ନତି ହେବ l ଏବଂ ମଙ୍ଗଳ ଦୋଷ ଦୂର ହେବ l

ଋଣ ରୁ ମୁକ୍ତି ପାଇଁ ଉପାୟ –
– ମଙ୍ଗଳବାର ଦିନ ଯଦି ହନୁମାନ ମନ୍ଦିର ରେ ସିନ୍ଦୁର ଅର୍ପଣ କରିବେ ତେବେ ଋଣ ଭାର ରୁ ମୁକ୍ତି ପାଇବେ l
– ମଙ୍ଗଳବାର ଦିନ ଯଦି ଋଣ ମୋଚକ ମଙ୍ଗଳ ସ୍ତୋତ୍ର ପାଠ କରିବେ ଋଣ ରୁ ମୁକ୍ତି ମିଳିବ, ଧନ ଉପାର୍ଜନ ର ଉପାୟ ଲାଭ ହେବ l
– ଯଦି ୧୧ ଟି ଓସ୍ତ ପତ୍ର ରେ ଯେ ଶ୍ରୀ ରାମ ଲେଖି ହନୁମାନ ଙ୍କୁ ଅର୍ପଣ କରିବେ ଋଣ ରୁ ମୁକ୍ତି ମିଳିବ l
– ଯଦି ଗୋଟିଏ ନଡ଼ିଆ କୁ ୭ଥର ନିଜ ମୁଣ୍ଡ ଚାରିପାଖ ରେ ଘୁରାଇ ହନୁମାନ ଙ୍କ ମନ୍ଦିର ରେ ରଖି ଆସିବେ ଯେତେବେଦ ଋଣ ହେଲେ ମଧ୍ୟ ମୁକ୍ତି ପାଇବେ l
– ଯଦି ହନୁମାନ ଙ୍କ ସମୁଖରେ ସିଧ ଚିତରେ ବସି ହନୁମାନ ଚାଳିଶା ପାଠ କରିବେ ଋଣ ରୁ ମୁକ୍ତି ମିଳିବ l

Leave A Reply