Odisha news

ସନା କରୁଛି ଖେଳ, କାହାପାଇଁ ହେବ  କାଳ….

0
ଢ଼େଙ୍କିକୋଟ , ତା ୮/୪/୨୪ , ଆମ ରାଜ୍ୟର ପ୍ରଭାବଶାଳି,ଧନୀ ନେତା ମଧ୍ୟରେ ସନାତନ ମହାକୁଡ଼ ଅନ୍ୟତମ ଓ ଜଣାଶୁଣା l କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ତଥା ସମାଜସେବୀ ସନାତନ ମହାକୁଡ଼ l କୁହାଯାଏ ସେ ଯାହା ଉପରେ ପ୍ରସନ୍ନ ହୁଅନ୍ତି ତାର ଭାଗ୍ୟ ପରିବର୍ତ୍ତନ ହୁଏ l ଅର୍ଥବଳ,ଲୋକବଳ ସବୁକିଛି ଅଛି l ସେ ଯୁଆଡେ ଗୋଟିଚାଳନା କରିବେ ସେ ଜିତିବେ l ଜଳକା ପରି ଅପେକ୍ଷା କରିଛି ବିଜେପି ଦଳ, କେତେବେଳେ ସେ ମିଶିବେ l ତାଂକୁ ଜିତିବାକୁ ସୁବିଧା ହେବ l ଏଣେ ବିଜେଡ଼ି ଛାଡିବାକୁ ନାରାଜ ଏ ସୁନା ଅଣ୍ଡା ଦିଆ କୁକୁଡା କୁ l  ଏଣେ ସନାତନ ବାବୁ ତାଂକର କିଛି ଦାବୀ ପୁରଣ ପାଇଁ ଜିଦରେ ଅଟଳ l ଜିଦି ବିଜୁ ଜନତା ଦଳ ତାଂକ ଦାବି ପୂରଣ ନକରନ୍ତି ତେବେ ବିଜେପି କୋଳେଇ ନେବ l ସନା ବାବୁ କୋଉଠିକୁ ଯିବେ ସେ କଥା ଜାଣିବାକୁ କର୍ମୀ,ଭୋଟର,ମାନେବି ଜାଣିବାକୁ ପାଗଳ l ସେ ଯେଉଁ ଦଳକୁ ଯିବେ ଅନ୍ୟ ଦଳ ପାଈଁ କାଳ ସାଜିବେ l ସନା ବାବୁ କଂ ଦପଦପା ଜିଲ୍ଲା ସାରା ଅଛି l ତେବେ ଯଦି BJD ରେ ରହିବେ ତେବେ BJP ପାଇଁ ଅଧିକା ମହଙ୍ଗା ପଡିବ l
Leave A Reply