Odisha news

ଘଷିପୁରା ବ୍ଲକ ଅଞ୍ଚଳରେ ବଦ୍ରିଙ୍କ ପ୍ରଚାର ଜୋରଦାର।             

0

ଆନନ୍ଦପୁର : ଘଷିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଳିମାଟି,ବଡବାନ୍ଦଗଡା ଓ ଭଣ୍ଡାରିଡିହା ପଞ୍ଚାୟତରେ ବିଜେଡିର ନିର୍ବାଚନ ପ୍ରଚାରେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ନେତୃତ୍ୱରେ ନିର୍ବାଚନ ପ୍ରଚାର ଶାନ୍ତି ଶୃଙ୍ଖଳାରେ ଅନୂଷ୍ଠିତ ହୋଇଯାଇଛି। ସ୍ଥାନୀୟ ବସନ୍ତ ପୁରା ଜଗନ୍ନାଥ ମନ୍ଦିରେ ପୂଜା ଅର୍ଚ୍ଚନା କରିବାପରେ ଏକ ବିଶାଳ ପଦଯାତ୍ରାରେ ପ୍ରତ୍ୟେକ ଭୋଟରଙ୍କୁ ଭେଟି ନବିନ ସରକାରଙ୍କ ସଫଳତା ବାବଦରେ ଅବଗତ କରିବା ସହିତ ଆଗାମୀ ନିର୍ବାଚନରେ ବିଜେଡ଼ି ଦଳକୁ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।ବଦ୍ରି ସାରଙ୍କୁ ପଦଯାତ୍ରାରେ ପଞ୍ଚାୟତର ବରିଷ୍ଠ ନେତୃବୃନ୍ଦ ଓ ମହିଳା ଯୁବ ଛାତ୍ର ଯୋଗଦେଇଥିଲେ।  ସରପଞ୍ଚ କୃଷ୍ଣଚନ୍ଦ୍ର ରାଉତ ,ଅଦେଇ ରାଉତ ,ନିର୍ମଳ ରାଉତ ,ସଂଗ୍ରାମ ରାଉତ ବହୁ ନେତୃ ମଣ୍ଡଳୀ ଯୋଗ ଦେଇ ବିଭିନ୍ନ ଯୋଜନା ବିଷୟରେ ପ୍ରଚାର କରି ଲୋକ ମାନଙ୍କୁ ଅବଗତ କରାଇଥିଲେ ।

Nalco
Leave A Reply