Odisha news

୧୧୪ ଲିଟର ବିଦେଶୀ ମଦ ଜବତ : ଜଣେ ଗିରଫ

0

ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ ) ୨୨/୦୧: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗଣ୍ଡପଡ଼ା ଗ୍ରାମର ମନୋଜ କୁମାର ବେହେରା ଙ୍କ ଘରୁ ୧୧୪ ଲିଟର ୫୭୦ ମିଲି ଲିଟର ରୁ ବିଦେଶୀ ମଦ ଜବତ କରିଛି ଭଂଜନଗର ପୋଲିସ୍ । ମନୋଜ କିଛି ଦିନ ଧରି ଚୋରା ମଦ କାରବାର କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ପୋଲିସ୍ ଗତକାଲି ଚଢ଼ାଉ କରିଥିଲା। ଏ ନେଇ ମନୋଜ ଙ୍କୁ ଗିରଫ କରି କେସ ନଂ ୬୨/୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି କରିଥିବା ଭଞ୍ଜନଗର ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି।

Leave A Reply