ମହିଳା ମାନେ କେବଳ ସଜାଇ ହୋଇ ଆକର୍ଷଣୀୟ ଦେଖା ଯାଇ ନଥାାଆନ୍ତି , ଏଭଳି କିଛି ଗୁଣ ସେମାନଙ୍କ ମଧ୍ୟରେ ରହିଥାଏ ଯାହାକି ପୁରୁଷ ମାନଙ୍କୁ ଆକର୍ଷିତ କରିଥାଏ l ଆସନ୍ତୁ ଜାଣିବା ସେହି ଗୁଣ ଗୁଡିକ କଣ l
* ଯେଉଁ ମହିଳା ଙ୍କ ମଧ୍ୟରେ ଅଧିକ କନଫିଡେଂସ ଥାଏ , ଏବଂ କୌଣସି କାର୍ଯ୍ୟ କରିବାରେ ପଛେଇ ନଥାଆନ୍ତି l ହାର ଜିତ କୁ ନେଇ ସମୟ ନଷ୍ଟ କରନ୍ତି ନାହିଁ l ଏଭଳି ମହିଳା ଙ୍କ ପ୍ରତି ପୁରୁଷ ମାନେ ଆକର୍ଷିତ ହୋଇ ଥାଆନ୍ତି l
* ଯେଉଁ ମହିଳା ମାନେ କମ କଥା କହି ଥାଆନ୍ତି ସେମାନଙ୍କ ନିକଟରେ ଫେକ ନେଚର ନଥାଏ ଓ ସେମାନେ ଫାଲତୁ କଥା କହି ନିଜର ସମୟ ନଷ୍ଟ କରନ୍ତି ନାହିଁ l ନିଜ କାମରେ ପୁରା ଫୋକସ କରନ୍ତି ଓ ଏଭଳି ମହିଳା ଙ୍କୁ ପୁରୁଷ ମାନେ ଅଧିକ ପସନ୍ଦ କରନ୍ତି l
* ଯେଉଁ ମହିଳା ମାନେ ସେଲ୍ଫ କେୟାର କୁ ଗୁରୁତ୍ୱ ଦେଇ ଥାଆନ୍ତି , ସେମାନଙ୍କ ନିକଟରେ ଆକର୍ଷଣ ଓ ଆତ୍ମବିଶ୍ୱାସ ଝଲସି ଥାଏ l ଏଭଳି ମହିଳା ଙ୍କୁ ପୁରୁଷ ମାନେ ଅଧିକ ପସନ୍ଦ କରନ୍ତି l ଏଭଳି ମହିଳା ଖୁବ ସଚୋଟ ହୋଇ ଥାଆନ୍ତି l ଉଭୟ ନିଜ କର୍ତ୍ତବ୍ୟ ଓ କାମ ପ୍ରତି ସଚୋଟ ରୁହନ୍ତି l
* ପର୍ଶନଲ ଓ ପ୍ରଫେସନାଲ ଲାଇଫ ପ୍ରତି ଯେଉଁ ମହିଳା ସତର୍କ ରୁହନ୍ତି ସେମାନଙ୍କୁ ପୁରୁଷ ଖୁବ ପସନ୍ଦ କରନ୍ତି l ଏଭଳି ମହିଳା ଖୁବ ଖୁସ ମିଜଜ ର ହୋଇ ଥାଆନ୍ତି l
* ଯେଉଁ ମହିଳା ମାନେ ନିଜ କୁ ଫିଟ ରଖନ୍ତି , ଓ ଯେଉଁ କାମ ଆରମ୍ଭ କରନ୍ତି ତାହାକୁ ସମ୍ପୂର୍ଣ କରିବାକୁ ଚେଷ୍ଟା କରନ୍ତି ଏଭଳି ନାରୀ ଙ୍କୁ ପୁରୁଷ ମାନେ ଖୁବ ପସନ୍ଦ କରନ୍ତି l