ନୂଆପଡା-୬/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ନ୍ୟାସନାଲ କଲେଜ ଅଧକ୍ଷ ସମରେନ୍ଦ୍ର ନାରାୟଣ ଦାଶ୍ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ ଇଂରାଜୀ ପ୍ରାଧ୍ୟାପିକା କବିତା ରଥଙ୍କ ଅଧ୍ୟକ୍ଷତାରେ ଅନିଷ୍ଠିତ ସଭାରେ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ବାରିକ, ଦୁର୍ଲ୍ଲଭ ଚରଣ ବେହେରା, ନୃସିଂହ ଚରଣ ସାହୁ, ହିତେଶ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଅଧ୍ୟାପକ ଶିବ ପ୍ରସାଦ ସା ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଚିନ କୁମାର ବାବୁ ଧନ୍ୟବାଦ ଦେଇଥିଲେ।
Comments are closed.