Odisha news

ବିଜେପିର ବନ ମହୋତ୍ସବ

ନୂଆପଡା-୬/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଭାରତୀୟ ଜନତା ପାର୍ଟି ନୂଆପଡା ତରଫରୁ ଜିଲ୍ଲାର ଆମାନାର, ପାୱାରତୋଳା ଓ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି କୢଷକ ମୋର୍ଚ୍ଚା ତଥା ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ, ରାଜ୍ୟ ବିଜେପି ଉପ ସଭାପତି ପ୍ରସନ୍ନ କୁମାର ପାଢୀ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ତା ପ୍ରମୁଖ ଯୋଗଦାନ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ କର୍ମକର୍ତ୍ତା ଯୋଗଦେଇ ବନ ମହୋତ୍ସବରେ କୁ ସଫଳ ରୂପାୟନ ଦେଇଥିଲେ।

IEC 2 years

Comments are closed.