Odisha news

ଏହିସବୁ ଅଭ୍ୟାସ ମଣିଷକୁ କରିଦିଏ ଲକ୍ଷ୍ମୀ ଛଡ଼ା : ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସଜାଗ

ସମସ୍ତେ ଜୀବନରେ ସଫଳତା ଚାହିଁ ଥାଆନ୍ତି । କିନ୍ତୁ କିଛିଟା ବାଜେ ଅଭ୍ୟାସ ମଣିଷକୁ ପରିଶ୍ରମ ସତ୍ତ୍ୱେ ମଧ୍ୟ ବେଳେବେଳେ କିଛିଟା ଖରାପ୍ ଗୁଣ ଯୋଗୁଁ ମଣିଷ ହୋଇଥାଏ ଲକ୍ଷ୍ମୀ ଛଡ଼ା ।
ଆସନ୍ତୁ ଜାଣିବା ସେହି ଖରାପ୍ ଅଭ୍ୟାସ ବିଷୟରେ –
* କାମ –
କାମ ର ଅଧିକ ଭାବନା ମଣିଷକୁ ଲକ୍ଷ୍ୟ ଭ୍ରଷ୍ଟ କରିଥାଏ । ଏହି କାର୍ଯ୍ୟରେ ଅଧିକ ବ୍ୟକ୍ତି ଲିପ୍ତ ରହି ସଫଳତା ଠାରୁ ଦୂରେଇ ଯାଏ ।
* କ୍ରୋଧ –
ଗୀତା ରେ ଭଗବାନ୍ ଶ୍ରୀ କୃଷ୍ଣ କ୍ରୋଧକୁ ମଣିଷର ସବୁଠୁ ବଡ଼ ଶତ୍ରୁ ବୋଲି କହିଛନ୍ତି । କ୍ରୋଧ ଯୋଗୁଁ ମଣିଷ ଖରାପ୍ ଓ ଭଲ ମଧ୍ୟରେ ଫରକ୍ ଭୁଲି ଯାଇ ଥାଆନ୍ତି ।
* ଲୋଭ –
ଲୋଭ ମଣିଷର ପଥକୁ ଭ୍ରଷ୍ଟ କରିଥାଏ । ଏଥିରୁ ମଣିଷ ଦୂରେଇ ରହିବା ଆବଶ୍ୟକ । କାରଣ ଶାସ୍ତ୍ର ଅନୁସାରେ ଲୋଭ ଯୋଗୁଁ ମଣିଷର ସୁଖ ଶାନ୍ତି ଭ୍ରଷ୍ଟ ହୋଇଥାଏ ।
* ଅହଙ୍କାର –
ଗୀତା ରେ ଭଗବାନ୍ କହିଛନ୍ତି ଯେ ବ୍ୟକ୍ତି ଅହଙ୍କାର କୁ ତ୍ୟାଗ କରିବା ଉଚିତ୍ । ଅହଙ୍କାର ପ୍ରତିଭାକୁ ମଧ୍ୟ ନାସ କରିଥାଏ । ଅହଙ୍କାର ଭ୍ରମ ର ଉତ୍ପତ୍ତି ଜାଗ୍ରତ କରିଥାଏ ।

Comments are closed.