Odisha news

ମଣିକର୍ଣ୍ଣିକା ଡଲ

0

୨୦୧୯ରେ ଆସିଥିବା ଅଭିନେତ୍ରୀଙ୍କ ଫିଲ୍ମ “ମଣିକର୍ଣ୍ଣିକା: ଦ କ୍ୱିନ୍‍ ଅଫ୍‍ ଝାନ୍‍ସୀ’ରେ କଙ୍ଗନା ରନୌତଙ୍କ ବେଶ ପୋଷାକ ଥିବା କେ„ଇ ତାଙ୍କ ସୋସାଲ ମିଡିଆ ଟିମ୍‍ ସେୟାର କରିଛନ୍ତି । ମଣିକର୍ଣ୍ଣିକା ଡଲ୍‍କୁ ଶାଢ଼ି ଓ ପାରମ୍ପରିକ ଆଭୂଷଣରେ ସଜା ହୋଇଛି ଯାହା କଙ୍ଗନା ଲୁକ୍‍ ଦ୍ୱାରା ପ୍ରେରିତ । ଫଟୋକୁ ଟ୍ୱିଟର୍‍ରେ ସେୟାର କରାଯାଇ ଲେଖାଯାଇଛି, “ମଣିକର୍ଣ୍ଣିକା ଡଲ୍‍ ପିଲାଙ୍କର ନୂଆ ପସନ୍ଦ ।’ ମଣିକର୍ଣ୍ଣିକା ଫିଲ୍ମ ଗତବର୍ଷ ଜାନୁୟାରୀ ୨୫ରେ ରିଲିଜ୍‍ ହୋଇଥିଲା । କଙ୍ଗନା ଏଥିରେ ଲିଡ୍‍ ରୋଲ୍‍ରେ ଥିଲେ ଓ ଡାଇରେକଫର ଭାବେ ଡେବୁ୍ୟ କରିଥିଲେ । ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବି ଏହି ଫିଲ୍ମରେ ବଲିଉଡ୍‍ ଡେବୁ୍ୟ କରିଥିଲେ ।

Har Ghar Tiranga

Leave A Reply