Odisha news
Daily Archives

July 8, 2026

ଦେଶର ପ୍ରମୁଖ ବିମାନବନ୍ଦରରେ ସୁରକ୍ଷା, ଇମିଗ୍ରେସନ୍ ଓ ଯାତ୍ରୀ ସୁବିଧା ଉପରେ ଗୃହମନ୍ତ୍ରୀଙ୍କ ସମୀକ୍ଷା

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ପ୍ରମୁଖ ବିମାନ ବନ୍ଦରରେ ଯାତ୍ରୀ ସୁବିଧା, ସୁରକ୍ଷା ବ୍ୟବସ୍ଥା ଏବଂ ଇମିଗ୍ରେସନ…
Read More...

ଓଡ଼ିଶାରେ ମତ୍ସ୍ୟଚାଷ ଓ ଜଳଜୀବ ପାଳନ ବିକାଶ ଯୋଜନାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ

ଭାରତ ସରକାରଙ୍କ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ୮ ଜୁଲାଇ ୨୦୨୬ରେ ଓଡ଼ିଶାର ଭୁବନେଶ୍ୱରଠାରେ "ଓଡ଼ିଶାରେ ମତ୍ସ୍ୟ ଏବଂ ଜଳଜୀବ ପାଳନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର…
Read More...

ମାତ୍ର ୫୫ ଟଙ୍କାରେ ୧,୦୦୦ ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍, ଜିଓର ନୂଆ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଏକ ନୂତନ, ସୁଲଭ ମନୋରଞ୍ଜନ ପ୍ଲାନ ପ୍ରଚଳନ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ରେ ଜିଓ ଟିଭି ପ୍ରୋ ପ୍ୟାକ୍ ଶୁଭାରମ୍ଭ କରିଛି, ଯାହାର ବୈଧତା ୩୦ ଦିନ ରହିଛି। ଏହି…
Read More...

ସୁରଟ (ଉଧନା) – ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ଚଳାଚଳ

ଭୁବନେଶ୍ୱର, ଜୁଲାଇ ୦୮, ୨୦୨୬: ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଯାତ୍ରୀଙ୍କ ସୁବିଧା ଏବଂ ରେଳ ସଂଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ୧୯୦୨୧/୧୯୦୨୨ ସୁରଟ (ଉଧନା)–ବ୍ରହ୍ମପୁର–ସୁରଟ (ଉଧନା) ଅମୃତ ଭାରତ…
Read More...

ନାଲକୋ – ଏନଏଲସି ଇଣ୍ଡିଆ ମଧ୍ୟରେ ମିଳିତ ଉଦ୍ୟମ ଚୁକ୍ତିନାମା : ଅନୁଗୋଳରେ ପ୍ରତିଷ୍ଠା ହେବ ୧୦୮୦ ମେଗାୱାଟ…

ନୂଆ ଦିଲ୍ଲୀ /ଭୁବନେଶ୍ୱର, ୮ ଜୁଲାଇ ୨୦୨୬: ଓଡ଼ିଶାର ଅନୁଗୋଳ ଠାରେ ୧୦୮୦ ମେଗାୱାଟ ଥର୍ମାଲ୍ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼ (ନାଲକୋ) ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ୍…
Read More...

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର ୦୮ ଜୁଲାଇ ୨୦୨୬ : ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ପ୍ରକଳ୍ପକୁ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରୁଛନ୍ତି। ଏହି…
Read More...

ଜଙ୍ଗଲ ରେ ଚାଲିଥିବା ଜୁଆ ଆଡ୍ଡା ରେ ଚଢ଼ାଉ : ଦୁଇ ଗିରଫ, ଟଙ୍କା ସହ ୫ ବାଇକ ଜବତ 

ବାଲିଗୁଡା, ତା, ୦୮/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତର ଆଡକି ଜଙ୍ଗଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି।…
Read More...

ପଶ୍ଚିମବଙ୍ଗ ରେପ୍ – ହତ୍ୟା ଆରୋପି କୁ ଏନକାଉଣ୍ଟର

ପଶ୍ଚିମବଙ୍ଗ ରେପ୍ - ହତ୍ୟା ଆରୋପି କୁ ଏନକାଉଣ୍ଟର ପୋଲିସ କଲା ଜଣେ ଅଭିଯୁକ୍ତର ଏନକାଉଣ୍ଟର କ୍ରାଇମଶୀନ ରୀ-କ୍ରିଏସନ ସମୟରେ ଖସି ପଳାଉଥିଲା ଅଭିଯୁକ୍ତ ପୋଲିସ ଗୁଳିରେ ବଲାତ୍କାରୀ ହେଲା ନିହତ ପଶ୍ଚିମବଙ୍ଗ…
Read More...

3 କ୍ରୀକେଟିଅର .. ଯାହାଙ୍କୁ ଭାରତର ଟି-20 ଦଳରୁ ତୁରନ୍ତ ବାହାର କରିବା ଜରୁରୀ

ନୋଟିଂଘମ ପରାଜୟ ପରେ ଭାରତୀୟ ଦଳର ସବୁଠି ଛି ଛି , ଯାହାକୁ ନେଇ ଦେଶୀ ଓ ବିଦେଶୀ ମିଡିଆରେ ଉଠୁଛି ପଡୁଛି, ୧୨୫ ରନ ବ୍ୟବଧାନରେ ପରାଜୟ ଲାଭ କରିବା ଗୋଟିଏ ସାଧାରଣ କଥା ନୁହେଁ, କେଉଁଠି ଶ୍ରେୟସ ଆୟାର ଙ୍କ…
Read More...

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

ବାଲିଗୁଡା,ତା, ୦୮/୦୭: (ସଞ୍ଜୟ କୁମାର ପାଣିଗ୍ରାହୀ):  ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା ର ଗୋଲାପି ଚିତ୍ର ଆଙ୍କୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର କେତେ ସୁଫଳ ପହଞ୍ଚିବ ତାହାକୁ ନେଇ ଉଠିଛି…
Read More...