କିନ୍ତୁ ଏଠି କ୍ରୀଡା ବିଶେଷଜ୍ଞ ଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଖେଳାଳି ମାନଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଟିମ ଇଣ୍ଡିଆର ଏଭଳି ପ୍ରଦର୍ଶନ କି ? ଯଦି ଏହା ହୋଇଥାଏ କାରଣ ତେବେ କେଉଁ ଖେଳାଳି ମାନଙ୍କ ର ରହିଛି ଦୁର୍ବଳ ପ୍ରଦର୍ଶନ ? ତେଣୁ ଖେଳ ବିଶେଷଜ୍ଞ ଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ତାଲିକା ଉପରେ ଆମେ ଥରେ ନଜର ପକାଇବା l
ନମ୍ବର 1 – ତିଳକ ବର୍ମା ଙ୍କୁ ଭାରତୀୟ ଟି-20 ଦଳର ସବୁଠୁ ଦୁର୍ବଳ ଖେଳାଳି ଭାବରେ ୧ନମ୍ବର ରେ ରହିଛନ୍ତି, ତିଳକ ବର୍ମା ୧୦ ଟି ଟି 20 ରେ ମାତ୍ର ୨୧୫ ରନ କରିବାକୁ ସକ୍ଷମ ରହିଛନ୍ତି, ଇଂଲଣ୍ଡ ବିରୁଦ୍ଧରେ ଖେଳା ସାରିଥିବା ୩ଟି ଟି 20 ମ୍ୟାଚ ରେ ତିଳକ ବର୍ମା ମାତ୍ର ୪୦ ରନ କରିବାରେ ସକ୍ଷମ ରହିଛନ୍ତି l ବର୍ତମାନ ର ସ୍ଥିତିକୁ ଦେଖିଲେ ତିଳକ ଙ୍କୁ ତୁରନ୍ତ ଦଳରୁ ହଟାଇବା ଜରୁରୀ ବୋଲି କ୍ରୀଡା ସମୀକ୍ଷକ ଙ୍କ ମତ ରହିଛି l
ନମ୍ବର ୨ – ରେ ଅଛନ୍ତି ଈଶାନ କିଶନ , ନମ୍ବର ୩ ବ୍ୟାଟର ଭାବରେ ଈଶାନ ଫ୍ଲପ ହୋଇଛନ୍ତି, ଗତ ୧୦ ଟି ଟି 20 ରେ ସେ ମାତ୍ର ୨୧୬ ରନ କରିବାରେ ସମର୍ଥ ରହିଛନ୍ତି, ବର୍ତମାନ ଚାଲିଥିବା ସିରିଜ ରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିବାକୁ ସମର୍ଥ ରହିଛନ୍ତି l କ୍ରୀଡା ସମୀକ୍ଷକ ଙ୍କ ମତରେ ଈଶାନ ଙ୍କ ସ୍ଥାନରେ ସଂଜୁ ଖେଳାଇବା ଆବଶ୍ୟକ l ଈଶାନ ବର୍ତମାନ ସୁଧା ୧୦ଟି T -20 ମ୍ୟାଚ ରେ ୧୪୩୦ ରନ କରିବାରେ ସମର୍ଥ ରହିଛନ୍ତି l
ନମ୍ବର ୩ – ରେ ରହିଛନ୍ତି ଅକ୍ଷର ପଟେଲ, ଅକ୍ଷର ଙ୍କ ଫର୍ମ ଖୁବ ଖରାପ ରହିଛି, ଏହି ଲେଫ୍ଟ ହ୍ୟାଣ୍ଡ ସ୍ପିନ ଅଲ ରାଉଣ୍ଡର ଟିମ ଇଣ୍ଡିଆ ଉପରେ ସବୁଠୁ ବଡ଼ ବୋଝ ହୋଇ ଯାଇଛନ୍ତି ବୋଲି କ୍ରୀଡା ସମୀକ୍ଷକ ମତ ଦେଇଛନ୍ତି, ଅକ୍ଷର ପଟେଲ ଗତ ୧୦ ଟି T -20 ରେ ମାତ୍ର ୬୫ ରନ କରି ପାରିଛନ୍ତି, ଏବଂ ୧୦ଟି ଟି-20 ରେ ମାତ୍ର ୧୩ ଟି ଉଇକେଟ ନେଇ ପାରିଛନ୍ତି l କ୍ରୀଡା ସମୀକ୍ଷକ ଙ୍କ ମତରେ ଅକ୍ଷର ଙ୍କ ବର୍ତମାନ ର ସ୍ଥିତି କୁ ଦେଖିଲେ ତୁରନ୍ତ ଟିମ ରୁ ବାହାର କରିବା ଜରୁରୀ l
