Odisha news
Yearly Archives

2025

ଜିଲ୍ଲା ର ଦୁଇ ନିର୍ବାଚନ ମଣ୍ଡଳୀ ର ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ପ୍ରକାଶିତ

ନୂଆପଡ଼ା -୬/୧(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାରେ ସ୍ଵତନ୍ତ୍ର ସଂଶୋଧନ ପରେ ୨୦୨୫ ପାଇଁ ଅନ୍ତିମ ଭୋଟର୍ ତାଲିକା ଆଜି ୦୬ ଜାନୁୟାରୀ ରେ ପ୍ରକାଶିତ ହୋଇଛି l ଏଥିପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ…
Read More...

ଯାତାୟାତ ସଂଯୋଗ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ

ଭୁବନେଶ୍ୱର, 06 ଜାନୁଆରୀ 2025 : ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ…
Read More...

ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା -୬/୧(ସୁରେନ୍ଦ୍ର ତିୱାରୀ)  :ଆଜି ନୂଆପଡ଼ା ସଦଭାବନା ସଭା ଗୃହଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ରଙ୍କ ମିଳିତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି…
Read More...

ବାଲିଗୁଡାରେ ଘନ କୁହୁଡ଼ି ସହ ପୁଣି ଫେରିଛି ଶୀତ : ଯାନବାହାନ ଚଳାଚଳ ରେ ବାଧା ଉପୁଜୁଛି 

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରୀ l  ଲଘୁଚାପ ବର୍ଷା ପରେ ଖସୁଛି ପାରଦ ବଢୁଛି ଶୀତ | ଘନ କୁହୁଡ଼ି ସହ ପୁଣି…
Read More...

ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ରେ କେନ୍ଦ୍ରମନ୍ତ୍ରୀ , ଝାରସୁଗୁଡ଼ାର…

• ଝାରସୁଗୁଡ଼ାରେ ୭୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ • ପଞ୍ଚପଡ଼ା ଠାରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ • ଅନ୍ୟ ଜିଲ୍ଲା ଅପେକ୍ଷା ଝାରସୁଗୁଡ଼ା…
Read More...

ସର୍କିଟ୍ ହାଉସ୍‌ରେ ବାଇକ୍ ପୋଡି ଘଟଣା, ଅଭିଯୁକ୍ତ ଗିରଫ

କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କିଟ୍ ହାଉସ୍‌ରେ ବାଇକ୍ ପୋଡ଼ି ଘଟଣାରେ  ଅଭିଯୁକ୍ତକୁ ଗିରଫ କଲା ଟାଉନ ଥାନା ପୋଲିସ। ଅଭିଯୁକ୍ତ ଜଣକ ହେଲେ ଟାଉନ ଥାନା ଅନ୍ତର୍ଗତ ଡାମିଗାଁର…
Read More...

ଯଦି ଜଣେ ବ୍ୟକ୍ତି ୨୧ ଦିନ ପର୍ଯ୍ୟନ୍ତ ଲଗାତାର  ବିୟର ସେବନ କରିଥାଏ  ତେବେ ଶରୀରରେ କେଉଁ ସ୍ଥିତି ଦେଖା ଦେଇଥାଏ

ବିୟର ଦୁନିଆର ସବୁଠୁ ପୁରୁଣା ଓ ସବୁଠୁ ଅଧିକ ସେବନ କରାଯାଉ ଥିବା ଡ୍ରିଂକ୍ସ ମଧ୍ୟରୁ ଗୋଟିଏ ଅଟେ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ କେବେ କେବେ ଥଣ୍ଡା ବିୟର ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ହୋଇନଥାଏ l…
Read More...

ବାସ୍ତୁ ଶାସ୍ତ୍ର ଅନୁସାରେ ଧନ ରଖୁଥିବା ସ୍ଥାନରେ କଦାପି ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ଟାଣିନେବ ଦରିଦ୍ରତା ଆଡକୁ

ବାସ୍ତୁଶାସ୍ତ୍ର ଅନୁସାରେ ଆମେ କିଛିଟା ନୀତି ନିୟମ କୁ ମାନିବା ନିହାତି ଜରୁରୀ, ନଚେତ ଏହାଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ, ଆମେ ଅନେକ ସମୟ ରେ ନିଜ ପଇସା ରଖୁଥିବା ସ୍ଥାନରେ ଅନେକ ଗୁଡିଏ ଇଆଡୁ ସିଆଡ଼ୁ ଜିନିଷ ରଖି ଦେଇଥାଉ,…
Read More...

କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର(Suvendra Pattanaik) :  କୃଷି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ । ପରିବର୍ତ୍ତିତ ସମୟ ସହ ତାଳ ଦେଇ ମହିଳା ମାନେ ବିଭିନ୍ନ ଦାୟିତ୍ୱ କାନ୍ଧକୁ ନେବା ସହ ପାରଦର୍ଶିତା ଲାଭ କରୁଥବା ଉପମୁଖ୍ୟମନ୍ତ୍ରୀ…
Read More...

ଖୁବଶୀଘ୍ର ଡଙ୍କାରୀରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର ନିର୍ମାଣ ହେବ , ୪ ହଜାର କୋଟି ପରିବର୍ତ୍ତେ ଖର୍ଚ୍ଚ ହେବ ୧୮ ହଜାର…

ଚଣ୍ଡିଖୋଲ,୪/୧ :  ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ଠାରେ ଖୁବଶୀଘ୍ର ପ୍ରସ୍ତାବିତ ଚଣ୍ଡିଖୋଲ ଭୂତଳ ବୃହତ ତୈଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲଗ ମୁଖ୍ୟମନ୍ତ୍ରୀ ମୋହନଚରଣ…
Read More...