Odisha news
Monthly Archives

September 2025

ଦୀର୍ଘସ୍ଥାୟୀ ପ୍ରାଣିପାଳନର ମୂଳ ଆଧାର ହେଉଛି ପ୍ରାଣୀ ଖାଦ୍ୟ ବ୍ୟବସ୍ଥାର ସୁପରିଚାଳନା : ମନ୍ତ୍ରୀ

ଭୁବନେଶ୍ୱର, (Suvendra Pattanaik)  : “ଭାରତରେ ପ୍ରାଣି ଖାଦ୍ୟ ପରିଚାଳନାର ଅଗ୍ରଗତି” ଶୀର୍ଷକ ୫ ଦିନିଆ ପ୍ରଶିକ୍ଷଣ ଓ କର୍ମଶାଳା ଆଜିଠୁ ଆରମ୍ଭ ହୋଇଛି । ସ୍ଥାନୀୟ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନଠାରେ ଆୟୋଜିତ ଏହି…
Read More...

ରାଜ୍ୟ ସଭାପତିଙ୍କ କଟକ ଗସ୍ତ : କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇ ଦଳୀୟ ସାଙ୍ଗଠନିକ ଏବଂ ଆଗାମୀ କାର୍ଯ୍ୟପନ୍ଥା…

କଟକ /ଭୁବନେଶ୍ୱର, (Suvendra Pattanaik) : ରାଜ୍ୟ ସଭାପତି ଶ୍ରୀ ନମୋହନ ସାମଲ ଆଜି ଦିନିକିଆ କଟକ ଗସ୍ତ କରି ବିଭିନ୍ନ ସେବାମୁଳକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ଅବସରରେ ତ୍ରିଶୁଳିଆ…
Read More...

ନାର୍ଯ୍ୟଦାବୀ ପୁରଣ ପାଇଁ ଜିପିଏଲଏଫ କର୍ମିଙ୍କ ଗଣଧାରଣା

ବାଲିଗୁଡା,୨୨/୯-; ବାଲିଗୁଡା ବ୍ଲକସ୍ତରୀୟ ଜିିପିଏଲଏଫ କର୍ମି ସଂଘ ବ୍ଲକ କାର୍ଯ୍ୟାଳୟ ପରିସରରେ ନାର୍ଯ୍ୟଦାବୀ ପୁରଣ ନିମନ୍ତେ ୭ଦଫା ଦାବୀ ନେଇ ଗଣଦାରଣାରେ ବସିଛନ୍ତି । ଏଥିରେ ଉଲ୍ଲେଖ ରହିଛି ।ବାଲିଗୁଡା ବ୍ଲକ ସ୍ତରୀୟ…
Read More...

୫୬ ବର୍ଷ ର ପରମ୍ପରା : କଳସ ଯାତ୍ରାରୁ ଆରମ୍ଭ ହେଲା  ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

ବାଲିଗୁଡା, ତା, ୨୨/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର…
Read More...

ନୂଆ ପିଢ଼ି ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର ‘ଜିଏସଟି ସୁଧାର’: ମନମୋହନ ସାମଲ

ଭୁବନେଶ୍ୱର(Suvendra Pattanaik) : ଆଜି ହେଉଛି ପବିତ୍ର ନବରାତ୍ରର ପ୍ରଥମ ଦିନ । ଆଜିଠାରୁ ଓଡିଶା ତଥା ସମଗ୍ର ଦେଶରେ ନୂତନ ଜିଏସଟି ସୁଧାର ଲାଗୁ ହେବା ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା…
Read More...

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ : ପଥର ଖସିବା ପରେ ନିର୍ମାଣ କାମ ବନ୍ଦ

କନ୍ଧମାଳ, ତା, ୨୨/୦୯ : (ସଞ୍ଜୟ କୁମାର ପାଣିଗ୍ରାହୀ): କଳିଙ୍ଗା ଘାଟିରେ ସୋମବାର ପୁଣି ଅଘଟଣ । ପ୍ରବଳ ବର୍ଷା ପରେ ପୁଣି ଖସିଲା ପଥର । ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ପଥର ଖସିଲା । ପ୍ରବଳ ବର୍ଷା ଏବଂ ପଥର ଖସିବା…
Read More...

ଆମାଜନ ପକ୍ଷରୁ ୧୨ଟି ନୂଆ ଫୁଲଫିଲ ମେଣ୍ଟ ସେଣ୍ଟର ଓ ୬ଟି ନୂଆ ସର୍ଟ ସେଣ୍ଟର ର ଶୁଭାରମ୍ଭ

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁ ଅବସରରେ ଆମାଜନ ପକ୍ଷରୁ ୧୨ଟି ନୂଆ ନୂଆ ଫୁଲଫିଲ ମେଣ୍ଟ ସେଣ୍ଟର ଓ ୬ଟି ନୂଆ ସର୍ଟ ସେଣ୍ଟର ଏଫସିର ଶୁଭାରମ୍ଭ କରାଯାଇଛି । ଏହି ସମ୍ପ୍ରସାରଣ ୮.୬ ମିଲିୟନ କ୍ୟୁବିକ ଫିଟ୍‌ର ଏକ ମିଳିତ…
Read More...

ବିବିଧ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ଆଲ୍ଜାଇମର୍ସ ଦିବସ ପାଳିତ

ଭୁବନେଶ୍ବର: ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ, ଭାରତ (ARDSI) ର ଭୁବନେଶ୍ୱର ଶାଖା ପକ୍ଷରୁ, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ବିବିଧ ସଚେତନତା…
Read More...

ଏମ୍‌ସ ଭୁବନେଶ୍ୱରର ତ୍ରୟୋଦଶ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ, ଗବେଷଣା ଓ ନବସୃଜନକୁ ଗୁରୁତ୍ବ

ଭୁବନେଶ୍ୱର(Suvendra Pattanaik) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ଆଜି ତ୍ରୟୋଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଉତ୍ସାହର ସହିତ ପାଳନ କରିଛି। ଉଲ୍ଲେଖନୀୟ…
Read More...

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

ବାଲିଗୁଡ଼ା, ତା, ୨୧/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ…
Read More...