Odisha news
Monthly Archives

September 2025

ଜିଓମାର୍ଟ ଜିଓଉତ୍ସବ ୨୦୨୫ ସହିତ ପାର୍ବଣ ଋତୁ ପାଳନ କରନ୍ତୁ : ସର୍ବୋତ୍ତମ ଆଇଫୋନ୧୬ ଡିଲ୍ ଏବଂ ଆହୁରି ଅନେକ କିଛି

ମୁମ୍ବାଇ: ସାରା ଦେଶ ଆନନ୍ଦ, ଏକତା ଏବଂ ଉତ୍ସବର ସମୟ ପାର୍ବଣ ଋତୁରେ ପାଦ ଦେଇଥିବା ବେଳେ ଜିଓମାର୍ଟ ଜିଓଉତ୍ସବ ୨୦୨୫ ଶୁଭାରମ୍ଭ ସହିତ ଏହାକୁ ଆହୁରି ସ୍ୱତନ୍ତ୍ର କରିବାକୁ ପ୍ରସ୍ତୁତ ରହିଛି। ସାରା ଦେଶରେ ଉତ୍ସବର ଭାବନାକୁ …
Read More...

ଜାତୀୟ ସେବା ଯୋଜନା ଦିବସରେ ମେଗା ରକ୍ତଦାନ ଶିବିର

ବାଲିଗୁଡା, ତା, ୨୩/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ମହାବିଦ୍ଯାଳୟ ଜାତୀୟ ସେବା ଯୋଜନା ଦିବସ ଅବସରରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଏବଂ ରେଡ୍ ରିବନ୍ କ୍ଲବ ର ମିଳିତ…
Read More...

ବ୍ରହ୍ମପୁର–ଉଧନା (ସୁରତ) ମଧ୍ୟରେ “ଅମୃତ ଭାରତ ଏକ୍ସପ୍ରେସ” ଟ୍ରେନକୁ ମାନ୍ୟନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ…

ଭୁବନେଶ୍ୱର, 24 ସେପ୍ଟେମ୍ବର 2025 : ଓଡିଶାର ବ୍ରହ୍ମପୁରକୁ ଗୁଜରାଟର ସୁରତ (ଉଧନା) ସହିତ ସଂଯୋଗ କରୁଥିବା “ଅମୃତ ଭାରତ ଏକ୍ସପ୍ରେସ” କୁ 27 ସେପ୍ଟେମ୍ବର 2025 ତାରିଖରେ ମାନ୍ୟନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ…
Read More...

ଫ୍ୟାଟି ଲିଭର ହେଉଛି ମଣିଷ ପାଇଁ ସାଇଲେଣ୍ଟ କିଲର ସଦୃଶ , ସମୟ ଥାଉ ଥାଉ ହୋଇଯାଆନ୍ତୁ ସତର୍କ

ଫ୍ୟାଟି ଲିଭର ଆଜିର ଦୁନିଆରେ ଗୋଟିଏ ସାଧାରଣ ସମସ୍ୟା ହୋଇ ସାରିଛି, ଏହି ରୋଗଟି ଧୀରେ ଧୀରେ ଶରୀର କୁ ପ୍ରଭାବିତ କରିଥାଏ, କିନ୍ତୁ ପ୍ରକୃତ ରୋଗକୁ ଜାଣିବା ବେଳକୁ ସୁସ୍ଥ ହେବାର ସମୟ ହାତରୁ ଖସି ଯାଇଥାଏ l ଫ୍ୟାଟି ଲିଭର ର…
Read More...

ନୂତନ ଯୁଗର ମାନବ ସଂସାଧନ ଆଭିମୁଖ୍ୟ ପ୍ରସଙ୍ଗରେ ନାଲକୋ ଏଚଆର କନକ୍ଳେଭ ୨୦୨୫ ଆୟୋଜିତ

ଭୁବନେଶ୍ୱର, ତା୨୩.୦୯.୨୦୨୫ରିଖ : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ଭୁବନେଶ୍ୱରଠାରେ"ନବ-ଦୃଷ୍ଟି: ପିପୁଲ ଫାଷ୍ଟ, ଫିଉଚର ଫରୱାର୍ଡ଼"…
Read More...

‘ବିକଶିତ ଭାରତ ବିଲ୍ଡାଥନ – ୨୦୨୫’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ , ‘ବିକଶିତ ଭାରତ ବିଲ୍ଡାଥନ’ ଯୁବ…

ନୂଆଦିଲ୍ଲୀ/ଭୁବନେଶ୍ୱର(Suvendra Pattanaik) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ସାରା ଦେଶର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ବଢାଇବା ଲକ୍ଷ୍ୟରେ ‘ବିକଶିତ ଭାରତ…
Read More...

ସମ୍ବଲପୁରର ଶ୍ରୀମତୀ ସୀମା ମେହେର ଜାତୀୟ ସରସ ମେଳାରେ ପାଇଲେ ତୃତୀୟ ପୁରସ୍କାର : ୭ ଟି ଷ୍ଟଲରେ ୪୮୬୦ ଉତ୍ପାଦ ବିକ୍ରି…

ଭୁବନେଶ୍ୱର (Suvendra pattanaik) : ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ସରସ ମେଳା – ୨୦୨୫ର ଉଦଯାପନ ଅବସରରେ ହସ୍ତତନ୍ତ ଷ୍ଟଲ ବର୍ଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ…
Read More...

ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଉତ୍କର୍ଷ କେନ୍ଦ୍ର ଉଦଘାଟିତ ଓ ଉତ୍ତୀର୍ଣ୍ଣ ଉତ୍ସବ ଅନୁଷ୍ଠିତ , ସ୍କିଲ୍‌ଡ ଇନ୍‌ ଓଡ଼ିଶା…

ଭୁବନେଶ୍ୱର(Suvendra Pattanaik) : ଆଜି ଓଡ଼ିଶାର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଦିବସ । ବିଶ୍ୱ ଦକ୍ଷତା କେନ୍ଦ୍ରରୁ ୧୦୮୮ ଜଣ ଛାତ୍ରଛାତ୍ରୀ ପାଠ୍ୟକ୍ରମ ଶେଷ କରି ଉତ୍ତୀର୍ଣ୍ଣ ହେବା ନିଶ୍ଚିତ ଭାବରେ ଆମର…
Read More...

ପେଟ୍ରୋଲ ପମ୍ପ ଉପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ

ଭୁବନେଶ୍ୱର(Suvendra Pattanaik) : ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି…
Read More...

ରାହୁ-କେତୁ ଙ୍କ ପ୍ରଭାବରୁ ଅଟକି ଯାଉଛି କାର୍ଯ୍ୟ ? ନବରାତ୍ରି ରେ କରି ନିଅନ୍ତୁ ଏହି ଉପାୟ

ହିନ୍ଦୁ ଧର୍ମରେ ନବରାତ୍ରି ଦିନ ଗୁଡିକୁ ଖୁବ ପବିତ୍ର ଦିନ ଭାବରେ ଗ୍ରହଣ କରାଯାଏ, ଏହି ସମୟରେ ମାଙ୍କୁ ଯିଏ ଯାହା ମାଗିଥାଏ ତାର ମନସ୍କାମନା ପୁର୍ଣ ହୋଇଥାଏ l ମା ଜଗତଜନନୀ ଧରାପୃଷ୍ଠ କୁ ଅବତରି ସାରିଛନ୍ତି  ପାପର ବିନାଶ…
Read More...