ରାଜ୍ୟ ଆଜିଠୁ ଦୁଇଦିନ ଜଗାଦର୍ଶନ ବନ୍ଦ Dec 31, 2020 0 ପୁରୀ :ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜନୁୟାରୀ ପହିଲା ଓ ୨ତାରିଖଦନି ସାଧାରଣ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ବନ୍ଦ ରହିବ । ଆସନ୍ତା ୩ ତାରିଖଠାରୁ ଶ୍ରୀମନ୍ଦିରେ… Read More...
ରାଜ୍ୟ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସିପିଆଇ(ଏମ୍) ର ଆନେ୍ଦାଳନ ଧମକ Dec 31, 2020 0 କେନ୍ଦ୍ରାପଡା,୩୧/୧୨ : ଭାରତର କମୁ୍ୟନିଷ୍ଟ ପାର୍ଟି (ମାର୍କ୍ସବାଦୀ), କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି କରିବା ସହିତ ଦାବି ପୁରଣ… Read More...
ଖେଳ ଶୈଳଶ୍ରୀ ବିହାର ବ୍ୟାଡମିଣ୍ଟନ ପ୍ରିମିୟର ଲିଗ୍ ଉଦ୍ୟାପିତ Dec 31, 2020 0 ଭୁବନେଶ୍ୱର ୩୧/୧୨ ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଶୈଳଶ୍ରୀ ବିହାର ଦୁର୍ଗାପୂଜା ପଡିଆରେ ୩ ଦିନ ଧରି ଚାଲିଥିବା ଶୈଳଶ୍ରୀ ବିହାର ବ୍ୟାଡ୍ମିଂଟନ ପ୍ରିମିୟର ଲିଗ୍ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ… Read More...
ରାଜ୍ୟ ବନ ସଂରକ୍ଷଣ ସମିତି ସ୍ତରୀୟ ଅଣୁ ଯୋଜନା ଶିବିର Dec 31, 2020 0 ବେଲଗୁଣ୍ଠା , 31/12, ଆଜି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ଭାଗ ତରଫରୁ ଉତ୍ତର ଘୁମୁସର ବନଖଣ୍ଡ ଅଧୀନସ୍ଥ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନର ଦୁମୁଦୁମି ବନ ସଂରକ୍ଷଣ ସମିତି କାର୍ଯ୍ୟକାରିଣୀ… Read More...
ରାଜ୍ୟ ଭଞ୍ଜନଗର ରୋଟାରୀ କ୍ଲବର ୧୪ ତମ ଅଧିଷ୍ଠାନ ଦିବସ Dec 31, 2020 0 ବେଲଗୁଣ୍ଠା – ୩୧/୧୨ –ଭଞ୍ଜନଗର ରୋଟାରୀ କ୍ଲବର ୧୪ତମ ଅଧିଷ୍ଠାନ ଦିବସ ଦୁବ ସ୍ଥିତ ହାଇଟେକ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ୨୨-୨୩ ଜିଲ୍ଲା-୩୨୬୨ ପ୍ରାନ୍ତପାଳ ରୋଟାରିଆନ ପ୍ରଭୂଦତ୍ତ… Read More...
ରାଜ୍ୟ ଓଡିଶା କୃଷକ ସଭା ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା Dec 31, 2020 0 ତିହିଡି,୩୧/୧୨: ତିହିଡି ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଆଜି ଓଡିଶା କୃଷକ ସଭା ପକ୍ଷରୁ ଗଣଧାରଣା ଦିଆଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶତାଧିକ ଚାଷୀ ମୂଲିଆ ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପାଖରୁ… Read More...
ରାଜ୍ୟ ଥଇଥାନ ନ କରି ଉଚ୍ଛେଦ କରାଗଲେ ଆନେ୍ଦାଳନ କରିବେ ଉଠା ଦୋକାନୀ Dec 31, 2020 0 ତିହିଡି,୩୧/୧୨: ତିହିଡି ବଜାର ମେଡିକାଲ ପାଶ୍ୱର୍ରେ ଥିବା ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରାଯିବାକୁ ଯୋଜନା କରାଯାଇଛି । ବଜାରର କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ଏହାର ପ୍ରତିବାଦ କରାଯିବା ସହ ଥଇଥାନ ନ କରି ଉଚ୍ଛେଦ କରାଗଲେ… Read More...
ରାଜନୀତି ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଦିଗହରା ହୋଇଥିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ , ପରୀକୁ… Dec 31, 2020 0 ମନ୍ତ୍ରୀ ଅରଣ ସାହୁ ଏବଂ ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ଭାଇରାଲ ଅଡିଓ ଟେପ୍ ପ୍ରଦାନ କଲା ପ୍ରତିନିଧୀ ଦଳ ଏସଆଇଟି ତଦନ୍ତ କେବେ ପରୀକୁ ନ୍ୟାୟ ଦେଇ ପାରିବ ନାହିଁ ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳର ମନ୍ତ୍ରୀ ଅରୁଣ… Read More...
ଦେଶ- ବିଦେଶ ବିଶେଷ ସୂଚନା : ପୂର୍ବତଟ ରେଳପଥ ମଧ୍ୟରୁ ଅତିରିକ୍ତ ୬ ବିଶେଷ ଟ୍ରେନ ଚଳାଚଳ ହେବ Dec 31, 2020 0 * ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍ | * ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି ଆଡକୁ ସ୍ୱତନ୍ତ୍ର ଟ୍ରେନ୍ | * ବିଶାଖାପାଟନମରୁ ସାଇନଗର ସିରିଡ଼ି, କୋଲାମ ଏବଂ ଚେନ୍ନାଇ ଆଡକୁ ସ୍ୱତନ୍ତ୍ର… Read More...
ଦେଶ- ବିଦେଶ ଜିଓ ୨୦୨୧ ଜାନୁଆରି ପହିଲାରୁ ଦେଶ ମଧ୍ୟରେ ସମସ୍ତ ଭଏସ୍ କଲ୍କୁ ସମ୍ପୂର୍ଣ୍ଣ ନିଶୁଳ୍କ କରିଛି Dec 31, 2020 0 ଜିଓରୁ ଭାରତର ଯେକୌଣସି ସ୍ଥାନରେ ଯେକୌଣସି ନେଟ୍ୱର୍କକୁ କଲ୍ ନିଶୁଳ୍କ ହେବ - ଭାରତ ହେବ ଏକ ମାଗଣା-ଭଏସ୍ ରାଷ୍ଟ୍ର, ଅଧିକାଂଶ ସ୍ମାର୍ଟଫୋନ୍ ଗ୍ରାହକ ମାଗଣା ଭଏସ୍ କଲ୍ ସୁବିଧା ଉପଯୋଗ କରିବେ - ଜିଓର ବ୍ୟବହାରକାରୀମାନେ … Read More...