Odisha news
Monthly Archives

July 2020

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: ନୂଆ କାର୍ଯ୍ୟକୁ ନେଇ ଉତ୍ସାହିତ ରହିବେ। ବୟୋଜ୍ୟେଷ୍ଠଙ୍କ ସହିତ ବିଭିନ୍ନ ଆଲୋଚନା ଦ୍ବାରା ସମ୍ବନ୍ଧ ଘନିଷ୍ଠ ହେବ। ଚାକିରିରେ ଦରମା ବୃଦ୍ଧିର ସୂଚନା ମିଳିପାରେ। ବୃଷ: ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ,…
Read More...

ଔପଦା ବ୍ଲକ ଯନ୍ତ୍ରୀଙ୍କୁ ମାଡମାରିବା ପ୍ରସଙ୍ଗ : କର୍ମଚାରୀଙ୍କ କଲମଛାଡ ଆନେ୍ଦାଳନ

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାର୍ଯ୍ୟାଳୟରେ ଜଣେ ଯୁବ ନେତା ଏକ କାମର ବିଲକୁ କେନ୍ଦ୍ର କରି କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ସହ ମାଡମାରିବା ପ୍ରସଂଗରେ ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ ଆନେ୍ଦାଳନ ଆରମ୍ଭ…
Read More...

ଗୋପ : ଚୋରୀ ମଟରସାଇକେଲ ଉଦ୍ଧାର

ଗୋପ : ବେଗୁନିଆଁ ଓଭରସିଜ ବ୍ୟାଙ୍କ ମ୍ୟାନେଜର ନିଳକଣ୍ଠ ମହାପାତ୍ରଙ୍କ ଗୋଟିଏ ପଲସର ଗାଡି ଓଡି ୦୫ ଜି ,୪୪୬୭ କୁ  ବୁଧବାରଦିନ କେହି ଦୁର୍ବୁତ ଚୋରୀ କରି ନେଇଯାଇଲେ l ସେ ଗୋପ ଥାନାରେ ଅଭିଯୋଗ କରିବା ପରେ ଗୋପ ପୋଲିସ…
Read More...

ଭଦ୍ରକ : ଭଦ୍ରକ ଜିଲ୍ଲାରୁ ନୂଆ ୫୩ କରୋନା ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ସଂଖ୍ୟା ୬ଶହ ଡେଇଁଲା , ସ୍ୱାବ ସଂଗ୍ରହକୁ…

ଭଦ୍ରକ : ଭଦ୍ରକ ଜିଲ୍ଲାରୁ ନୂଆ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସଂଖ୍ୟା ୬ଶହ ଡେଇଁଛି । ଜିଲ୍ଲାରୁ ମୋଟ ୧୭ ହଜାର ୭୧୪ ନମୁନା ପରୀକ୍ଷା ପରେ ଜିଲ୍ଳାର ମୋଟ ଆକ୍ରାନ୍ତ ସଂଖ୍ୟା ୬୦୬ ହୋଇଛି । ତେବେ ଏହି ମୋଟ…
Read More...

କରୋନ ସଂକ୍ରମଣ ଓ ସଚେତନତା ଲାଗି ବିଳମ୍ବରେ ହେଲେବି ସମାଜ କଲ୍ୟାଣ ବିକାଶ ପରିଷଦର ଦାବି ଗ୍ରହଣ କଲେ ଜିଲା ପ୍ରଶାସନ

ଜଳେଶ୍ୱର : କରୋନ ସଂକ୍ରମଣ ଓ ସଚେତନତା ଲାଗି ବିଳମ୍ବରେ ହେଲେ ମଧ୍ୟ ଜିଲ୍ଲା ପ୍ରଶାସନ ଜଳେଶ୍ୱରର ସମାଜ କଲ୍ୟାଣ ବିକାଶ ପରିଷଦର କେତେକ ଦାବିକୁ ଗ୍ରହଣ କରିଥିବାରୁ ସଂଗଠନ ପକ୍ଷରୁ କୃତଜ୍ଞତା ଜଣାଇ ଦିଆଯାଇଛି । କୋଭିଦ୍ -୧୯ର…
Read More...

କୋଭିଡ଼୍ଯୋଦ୍ଧାଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟବନ୍ଦ ଧମକ୍

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ହାଇସ୍କୁଲ କ୍ୱାରେନ୍ଟାଇନ୍ ସେଣ୍ଟରରେ ଗତ ବୁଧବାର ଦିନ ଜନୈକ ପ୍ରବାସୀଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକମାନେ ଆଶାକର୍ମୀ ଗୌରୀବାଳା ଦତ୍ତ, କବିତା…
Read More...

ମାର୍କୋଣା ସରସ୍ୱତୀ ଶିଶୁମନ୍ଦିର ଶତପ୍ରତିଶତ ସଫଳତା ପାଇଁ ଶିଶୁଙ୍କୁ ସମ୍ବର୍ଦ୍ଧନା

ସିମୁଳିଆ : ଗୁରୁବାର ଦିନ ସିମୁଳିଆ ବ୍ଲକ ଅଧୀନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାର୍କୋଣାର ମ୍ୟାଟି୍ରକ ପରୀକ୍ଷାରେ ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ଶତପ୍ରତିଶତ ସଫଳତା ହାସଲ କରିଥିବା ଶିଶୁ ଭାଇଭଉଣୀମାନଙ୍କୁ ବିଦ୍ୟାଳୟ…
Read More...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଅଗଷ୍ଟ ୧୪ ତାରିଖରେ ବିଧାନସଭା ଅଧିବେଶନ ଡକା ହେବାପରେ ବଡ଼ ଧରଣର ଘୋଡ଼ା…

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଅଗଷ୍ଟ ୧୪ ତାରିଖରେ ବିଧାନସଭା ଅଧିବେଶନ ଡକା ହେବାପରେ ବଡ଼ ଧରଣର ଘୋଡ଼ା ବେପାର ଆଶଙ୍କା କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି। ପୂର୍ବରୁ ବିଧାୟକଙ୍କୁ କିଣିବା ପାଇଁ…
Read More...

ଦମ୍ପତ୍ତିକୁ ନଣ୍ଡା କରିବା ମହଙ୍ଗା ପଡିଲା : ଉଦ୍ଭ୍ରାନ୍ତ ୭ଜଣ ଯୁବକ ଗିରଫ

ସିମୁଳିଆ : କିଛି ଉଦ୍ଭ୍ରାନ୍ତ ଯୁବକ ମାନବିକତାର ସବୁ ସୀମା ଟପିଯାଇ ଘରେ କେହି ନଥିବା ସମୟରେ ମହିଳାଙ୍କୁ ଆକ୍ରମଣ ,ସ୍ୱାମୀକୁ ପିଟିବା ପରେ ଦମ୍ପତ୍ତିଙ୍କୁ ନଣ୍ଡା କରିବା ଭଳି ଘଟଣା ଘଟାଇବା ଯୁବକମାନଙ୍କୁ ମହଙ୍ଗା ପଡିଛି ।…
Read More...

ବହୁ ମାମଲାରେ ଜଡିତ ଅପରାଧୀକୁ ଗ୍ରାମବାସୀ ଧରି ପୁଲିସ୍ କୁ ହସ୍ତାନ୍ତର କଲେ : ପିସ୍ତଲ, ବାଇକ୍ ଓ ମୋବାଇଲ୍ ଜବତ୍

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କୋଟସାହି ପଞ୍ଚାୟତର ଡିଙ୍ଗାଶୋଳ ଗ୍ରାମବାସୀ ଜଣେ ପୁରୁଣା ଦୁର୍ବୃତ୍ତ ସହିତ ପିସ୍ତଲ, ବାଇକ୍ ଓ ମୋବାଇଲ୍ ଜବତ୍ କରି ପୋଲିସ୍କୁ ହସ୍ତାନ୍ତର କରିଛି । ଉକ୍ତ ଯୁବକ କଟକର…
Read More...