Odisha news
Monthly Archives

July 2020

କେନ୍ଦ୍ରାପଡା : ପାଣିବାଟ ବନ୍ଦ ଘରେ ପଶୁଛି ବର୍ଷା ପାଣି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ପଦନପୁର ବସ୍ତି, କୁଆଖଟି ଗ୍ରାମରୁ ଦୀର୍ଘ ୫/୬ ବର୍ଷ ହେବ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଏହି ଅଂଚଳରେ ପାଣି ଜମିରହି ବିଭିନ୍ନ ପ୍ରକାର ରୋଗର କାରଣ…
Read More...

କେନ୍ଦ୍ରାପଡା : ଗ୍ରାମବାସୀଙ୍କ ନାମ ଠାକୁରାଣୀଙ୍କ ଜମି ପଟ୍ଟାରେ ଲେଖିବାକୁ ଦାବି

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅଧିନ ବଡଫୋଗଳ ଗ୍ରାମରେ ବିଜେ କମଳା ଠାକୁରାଣୀଙ୍କ ଜମି ପଟ୍ଟାରେ ଗ୍ରାମବାସୀଙ୍କ ନାମ ଦର୍ଜ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି । ମଙ୍ଗଳବାର କେତେକ…
Read More...

ବନମହୋତ୍ସବ ସପ୍ତାହର ଅନୁଚିନ୍ତା

ହିମାଂଶୁ ଶେଖର ଆଚାର୍ଯ୍ୟ : ଉଦ୍ଭିଦ ଓ ପ୍ରାଣୀଜଗତ ଈଶ୍ୱରୀୟ ସୃଷ୍ଟି ଓ ଅନାଦି ଅଟେ । ପ୍ରାଣୀଜଗତର ସ୍ଥିତି, ବିକାଶ ଓ ବିଲୟ ଜଙ୍ଗଲର ଅବସ୍ଥିତି ଉପରେ ନିର୍ଭର କରିଥାଏ । କିନ୍ତୁ ଆଧୁନିକ ସଭ୍ୟତା ଜଙ୍ଗଲ ସମ୍ପଦର ଅବକ୍ଷୟର…
Read More...

ଭଞ୍ଜନଗର : ଟ୍ରକ୍ ସହ ୧୮୦ବସ୍ତା ଔଷଧୀୟ ଅରଗୁଣା ଗଛର ମୂଳ ଜବତ କଲା ବନ ବିଭାଗ ,୨ ଗିରଫ

ଭଞ୍ଜନଗର :  ଟ୍ରକ ସହ ୧୮୦ବସ୍ତା ଔଷଧୀୟ ଅରଗୁଣା ଗଛର ମୂଳକୁ ଜବତ କରିଛି ବନ ବିଭାଗ । ଏଥିରେ ସଂପୃକ୍ତ ଅଭିଯୋଗରେ ୨ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି । ଟ୍ରକକୁ ଜଙ୍ଗଲ ଆଇନର ଧାରା ୫୬ ପ୍ରକାରେ ଜବତ କରାଯାଇଥିବା…
Read More...

ଭଞ୍ଜନଗର : ସମାଜସେବୀ ପୁରୁଷୋତ୍ତମଙ୍କୁ ଏବେବି ଝୁରୁଛି ଭିଟାମାଟି

ଭଞ୍ଜନଗର : ସମାଜସେବୀ ପୁରୁଷୋତ୍ତମ ନାୟକଙ୍କୁ ଏବେବି ଝୁରୁଛି ଭିଟାମାଟି । ପରାଧୀନ ଭାରତରେ ଜନ୍ମ ଗ୍ରହଣ କରି ସ୍ୱାଧୀନ ଭାରତକୁ ଅତି ନିକଟରୁ ଦେଖିଥିବା ପୁରୁଷୋତ୍ତମ ସମ୍ଭ୍ରାନ୍ତ ଶ୍ରେଣୀଙ୍କ ଅତ୍ୟାଚାର ବିରୁଦ୍ଧରେ ଗରୀବ…
Read More...

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲାବେଳେ ଯମ ମଧ୍ୟ ପ୍ରାଣ ହରଣ କରି ପାରିବ ନାହିଁ

padmaja pattanaik : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଆମର ସ୍ଥିରତାର ଘୋର ଅଭାବ ରହିଛି l ତା ସହିତ ଆମର ବର୍ତ୍ତମାନର ଜୀବନ ଶୈଳୀକୁ ନେଇ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛୁ l ଏହି ସମୟରେ ଆମେମାନେ ଆମର ପୁରୁଣା…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

ମେଷ: କର୍ମ ସାଧନ ଲାଗି ଭଲ ସୁଯୋଗ ଆସିବ। ସମାଜରେ ମାନ ସମ୍ମାନ ପାଇବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: କାମକୁ ଠିକ୍‌ ରୂପେ ନିର୍ବାହ କରି ସନ୍ତୋଷ ଅନୁଭବ କରିବେ।…
Read More...

ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ ବିଚିତ୍ର ବ୍ୟବସ୍ଥା : ଫାଣ୍ଡି ନାହିଁ, ନିଯୁକ୍ତି ପାଉଛନ୍ତି କନଷ୍ଟେବଳ

ରାଜନଗର: ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ଫାଣ୍ତି କାର୍ଯ୍ୟ କରୁଛି। ସେଠାରେ କନଷ୍ଟେବଳ ନିଯୁକ୍ତି ପାଉଛନ୍ତି ଓ ବଦଳି ହୋଇ ନୂତନ କନେଷ୍ଟବଳ ବି ଆସୁଛନ୍ତି। କନେଷ୍ଟବଳ କାର୍ଯ୍ୟ କରୁଥିବା ନେଇ ସାର୍ଟିଫିକେଟ ବି…
Read More...

ଅନୁଗୁଳ ଜିଲ୍ଲାରେ ପ୍ରଥମ କରୋନା ରୋଗୀର ମୃତ୍ୟୁ: ପୁଣି ୬ ଜଣ ଆକ୍ରାନ୍ତ, ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୨

ଅନୁଗୁଳ : ଅନୁଗୁଳ ଜିଲ୍ଲାରୁ ମଙ୍ଗଳବାର ପ୍ରଥମ କରି କରୋନାରେ ଜନୈକ କେନ୍ଦ୍ର ସରକାରଙ୍କର ଉଚ୍ଚ ଅଧିକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୬ ଜଣଙ୍କୁ ମିଶାଇ ଜିଲ୍ଲାରେ…
Read More...

କୋଇଲା ଖଣି ଘରୋଇକରଣ ବିରୋଧରେ ଧର୍ମଘଟକୁ ସଫଳ କରନ୍ତୁ ; ଏ.ଆଇ.ୟୁ.ଟି.ୟୁ.ସି

ଅନୁଗୁଳ: କୋଇଲା ଖଣି ଗୁଡିକର ଘରୋଇ କରଣ ବିରୋଧରେ ଏବଂ କୋଇଲା ଖଣି ଶ୍ରମିକ କର୍ମଚାରୀଙ୍କ ବିରୋଧରେ କେନ୍ଦ୍ର ବିଜେପି ସରକାରଙ୍କ ପଦକ୍ଷେପର ପ୍ରତିବାଦରେ ୨ରୁ ୪ ଜୁଲାଇ ୨୦୨୦ ତିନି ଦିନିଆ ଧର୍ମଘଟକୁ ସର୍ବ ସ୍ତରର ଶ୍ରମଜୀବି…
Read More...