Odisha news
Monthly Archives

July 2020

ପିପିଲିରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶତ ପତିଶତ ସଫଳତା

ପିପିଲି : ବୁଧବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ଏଥିରେ ସ୍ଥାନୀୟ ଅଂଚଳର ସ୍କୁଲଗୁଡିକ ମଧ୍ୟରୁ ପିପିଲିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା ହାର ଶତ ପ୍ରତିଶତ ରହିଛି । ଏଠାରେ ଏ-୧ ଗ୍ରେଡରେ୧୦ଜଣ, ଏ-୨…
Read More...

ଯାଜପୁର ସହର ଦେଇ୨୦ ନମ୍ବର ଜାତୀୟ ରାଜପଥଟି ଭଦ୍ରକ ଜିଲ୍ଲାକୁ ସଂଯୋଗ ହୋଇଛି : ଦୁର୍ଘଟଣାରେ ମୁଖ୍ୟ କାରଣ ଅତ୍ୟଧିକ…

ଯାଜପୁର :ଯାଜପୁର ସହର ଦେଇ୨୦ ନମ୍ବର ଜାତୀୟ ରାଜପଥଟି ଭଦ୍ରକ ଜିଲ୍ଲାକୁ ସଂଯୋଗ ହୋଇଛି । ଏହି ରାସ୍ତାରେ ପ୍ରତିଦିନ ଯାଜପୁରରୁ ମଙ୍ଗଳପୁରକୁ ହଜାର ହଜାର ସଂଖ୍ୟାର ଲୋକେ ଯାତାୟାତ କରୁଛନ୍ତି । ଲୋକମାନେ ମୋଟର ସାଇକେଲ୍ ଯିବା…
Read More...

ଦାନଗଦୀ : ପୂର୍ବ ଶତ୍ରୃତାରୁ ଆକ୍ରମଣ ,ଜଣେ ମୃତ

ଦାନଗଦୀ  : ଯାଜପୁର ରୋଡ ଥାନା ଅର୍ନ୍ତଗତ ଖପୁରିଆପଦା ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ଅମାନୁଶିକଭାବେ ହତ୍ୟା କରାଯାଇଛି । ଘଟଣାରୁ ପ୍ରକାଶ ଯେ ଖପୁରିଆପଦା ଗ୍ରାମରେ ଦୁଇ ପରିବାର ମଧ୍ୟରେ କୋ÷ଣସି…
Read More...

ଆସନ୍ତୁ ପଢିବା ଆଜି ଦିନଟି କେମତି କଟିବ

 ମେଷ: ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ବ୍ୟବସାୟରେ ଉନ୍ନତିର ପାହାଚ ଚଢ଼ିବା ଆରମ୍ଭ କରିବେ। ଘରେ ସୁଖଦ ବାତାବରଣ ରହିବ। ବୃଷ: ଶରୀର ସୁସ୍ଥ ରହିବା ହେତୁ ମନ ପ୍ରସନ୍ନ ରହିବ। ବଡ଼ କ˚ପାନି ସହିତ…
Read More...

ଗ୍ୟାସ ଓ ଏସିଡ଼ିଟିକୁ ଦୁରକରିଥାଏ ପାଚିଲା ଅମୃତ ଭଣ୍ଡା : ଆସନ୍ତୁ ଜାଣିବା …

ପୋଷକ ତତ୍ୱରେ ଭରପୁର ଅମୃତ ଭଣ୍ଡା ଆମ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ହିତକର l ଅମୃତ ଭଣ୍ଡାରେ ଅନେକ ଔଷଧୀୟ ଗୁଣ ରହିଛି l କିନ୍ତୁ ପାଚିଲା ଅମୃତ ଭଣ୍ଡାର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଛି l ଅମୃତ ଭଣ୍ଡାରେ ଭିଟାମିନ-ଏ ଓ ସି…
Read More...

ଗୁଣାତ୍ମକ ଶିକ୍ଷା : କେତେ ନିକଟ କେତେ ଦୂର?

ହିମାଂଶୁ ଶେଖର ଆଚାର୍ଯ୍ୟ : ଏକ ସଭ୍ୟ ସମାଜ ଗଠନରେ ଶିକ୍ଷାର ବଡ ଯୋଗଦାନ ରହିଛି । ଶିକ୍ଷିତ ହେବା କାରଣରୁ ମଣିଷ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କ ଠାରୁ ଭିନ୍ନ  ।ଶିକ୍ଷା ପୂର୍ବରୁ ସାମ୍ବିଧାନିକ  ଅଧିକାର ଥିଲା । ପରେ…
Read More...

ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବା ସୁଧାରିବା ପାଇଁ ଅଣ୍ଟା ଭିଡିଲା ଭଞ୍ଜସେନା : ଜିଲ୍ଲାପାଳ ଓ ରାଇରଙ୍ଗପୁର ଉପଜିଲ୍ଲାପାଳ…

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ବିପର୍ଯ୍ୟୟ ସ୍ୱାସ୍ଥ୍ୟସେବାକୁ ସୁଧାରିବା ଦାବିରେ ଅଣ୍ଟା ଭିଡିଛି ଭଞ୍ଜସେନା । ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସହ ଜିଲ୍ଲାର ସମସ୍ତ ଉପଖଣ୍ଡର…
Read More...

ବାରିପଦା : ଦଶମ ଶ୍ରେଣୀରେ ପ୍ରିନ୍ସ ପବ୍ଲିକ୍ ସ୍କୁଲର ଶତପ୍ରତିଶତ ସଫଳତା

ବାରିପଦା  : ପାଲବଣି ସ୍ଥିତ ପ୍ରିନ୍ସ ପବ୍ଲିକ ସ୍କୁଲ ଦଶମ ଶ୍ରେଣୀରେ ପୁଣି ଥରେ ସଫଳତା ଦୋହରାଇଛି । ଚଳିତବର୍ଷ ଶତକଡା ୧୦୦ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ଉତ୍ତୀର୍ଣ୍ଣ ହୋଇଥିବାବେଳେ, ଅଧିକାଂଶ ପିଲା ପ୍ରଥମ ଶ୍ରେଣୀରେ…
Read More...

ପ୍ଳାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ : ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

ଯାଜପୁର  : ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଲାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଚ୍ଥି ।  ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…
Read More...

ଶୁଭଲକ୍ଷ୍ମୀ ହେଲେ ଡେଲାଙ୍ଗ ବ୍ଲକ ମାଟ୍ରିକ୍ ଟପର

ଡେଲାଙ୍ଗ : ବିଶ୍ୱ କରୋନା ମହାମାରି ପ୍ରା୍ରଦୃଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିବା ପରିପ୍ରେକ୍ଷିରେ ଏହାର ପ୍ରଭାବ ଶିକ୍ଷାନୁଷ୍ଠାନ ଉପରେ ପଡିଛି ।ଚଳିତ ବର୍ଷ ମାଟ୍ରିକ ପରିକ୍ଷା…
Read More...