Odisha news
Monthly Archives

June 2020

ସରକାରୀ ଜମି ଜବରଦଖଲ ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ

ପାଣିକୋଇଲି: ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ରାଜସ୍ୱ ସର୍କଲ ଅଧିନସ୍ଥ ଗୋଳେଇପୁର ପଂଚାୟତର ମସୁଦପୁର ମୌଜାର ଗ୍ରାମ ଜଙ୍ଗଲ, ଅନାବାଦି ଜମିକୁ ଜବରଦଖଲ କରାଯାଇ ଚାଷ କରିବା ଓ ଜେସିବି ସାହାଯ୍ୟରେ ମାଟି ଉଠାଯାଇ ନିଜ…
Read More...

ରାଜ୍ୟ ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ଦାସଙ୍କୁ ଉସ୍ୱର୍ସିତ ସମ୍ବର୍ଦ୍ଧନା

ଆନନ୍ଦପୁର  : ଓଡ଼ିଶା ରାଜ୍ୟ ବିଜେଡ଼ିର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଘସିପୁରା ନିର୍ବାଚନ ମଣ୍ଡଳୀ ତରଫରୁ ଉସ୍ୱସିତ ସମ୍ବ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଛି । ଶ୍ରୀ ଦାସ…
Read More...

ନୂଆଗଡ଼ରେ ସଫେଇ ଓ ବିଶୋଧନ 

ଫୁଲନଖରା:ସିଏମସି ୫୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ସଫେଇ ଓ ବିଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମହାମାରୀ କରୋନା ପ୍ରାଦୁର୍ଭାବ ପରିପ୍ରେକ୍ଷୀରେ ନୂଆଗଡ଼ ଯୁବକ ସଂଘ ଆବାହକ ରାଜେନ୍ଦ୍ରପ୍ରସାଦ ସାହୁଙ୍କ…
Read More...

ସମାନ କାମକୁ ସମାନ ମଜୁରୀ ପ୍ରଦାନ ଦାବିରେ ପ୍ଲା କାର୍ଡ ଧରି ଜଙ୍ଗଲରେ ଶ୍ରମିକଙ୍କ ଧାରଣା..

କନ୍ଧମାଳ:କରୋନା ପାଇଁ ସମଗ୍ର ଦେଶରେ ଲକଡାଉନ। ବର୍ତ୍ତମାନ ଜିଲ୍ଲାର ହଜାର ହଜାର ଶ୍ରମିକଙ୍କ ରୋଜଗାରର ସାହା ଭରସା ପାଲଟିଛି ମନରେଗା ଯୋଜନା। ଗାଁଗାଁରେ ଆରମ୍ଭ ହୋଇଛି ଏହି କାମ। ପୂର୍ବରୁ ଜବକାର୍ଡଧାରୀ ମାନେ ଏହି କାମ…
Read More...

ରାଜ୍ୟସରକାର ଏସଆଇଟି ଗଠନ କରି ଦୋଷୀଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ: ବିଜେପି

 ପୀଡିତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବିଜେପି  ଏସସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କୁ ଗିରଫ କରାଯାଉ  ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ରାଜ୍ୟସରକାର  ଆଗାମୀ…
Read More...

ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପରେ ଚୀନର ପ୍ରତିକ୍ରିୟା

ବେଜିଂ : ଭାରତ ସରକାରଙ୍କ ଦ୍ୱାରା ୫୯ଟି ଚାଇନିଜ ଆପକୁ ନିଷିଦ୍ଧ କରାଯିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଚୀନ ସରକାର । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି ଯେ ଚୀନ ସରକାର…
Read More...

ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...

ବିଶାଖାପାଟଣାରେ ପୁଣି ଔଷଧ କାରଖାନାରେ ରାସାୟନିକ ଗ୍ୟାସ ଲିକ : ୨ ମୃତ, ୪ ଅସୁସ୍ଥ

ବିଶାଖାପାଟଣା : ବିଶାଖାପାଟଣାରେ ପୁଣି ରାସାୟନିକ ଗ୍ୟାସ ଲିକ ମାମଲା ସାମନାକୁ ଆସିଛି । ସହରର ପରଓ୍ଵାଡ଼ା ଫାର୍ମା ସିଟିରେ ଥିବା ସାଇନର ଲାଇଫସାଇନ୍ସେସ କାରଖାନାରେ ବିଷାକ୍ତ ବେଜିମିଡାଜୋଲ ଗ୍ୟାସ ଲିକ ହେବାରୁ ୨ ଜଣ ଲୋକ…
Read More...

ପୁଣି ଅନୁଗୁଳରୁ୨ଜଣ କରୋନା ପଜିଟିଭ୍ ଚିହ୍ନଟ : ପଜିଟିଭ୍ ସଂଖ୍ୟା ୬୬ରେ ପହଁଚିଲା

ଅନୁଗୁଳ: ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ଜଣେ ୨୧ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାର ରିପୋର୍ଟ ଆସିଛି । ଚଳିତ ମାସ ୨୫ ତାରିଖରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧରେ ଥିଲେ ଏବଂ…
Read More...

କୂଳ ଖାଉଛି ବ୍ରାହ୍ମଣୀ, ଆଶଙ୍କାରେ ଗ୍ରାମବାସୀ : ଗୁରୁତ୍ୱ ଦେଉନାହାଁନ୍ତି ପ୍ରଶାସନ କିମ୍ବା ଜଳସେଚନ ବିଭାଗ

ଅନୁଗୁଳ: ପ୍ରତି ବର୍ଷ କୂଳ ଖାଉଛି ବ୍ରାହ୍ମଣୀ ନଦୀ । ଫଳରେ ନଦୀର ଉଭୟ ପାଶ୍ୱର୍ରେ ଥିବା ପ୍ରାୟ ୩୦ରୁ ଅଧିକ ଗାାଁର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । କେତେକ ସ୍ଥାନରେ ଘରକୁ ଲାଗି ମାଟି ଅତଡା ଖସୁଥିବାରୁ ଲୋକଙ୍କ ଜୀବନ ଜୀବନ…
Read More...