Odisha news
Monthly Archives

June 2020

ପେଟ୍ରୋଲ ଓ ଡିଜେଲ ଅହେତୁକ ଦରବୃଦ୍ଧିରେ ସି ପି ଏମ ର ପ୍ରତିବାଦ

ଗଞ୍ଜାମ:ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦରବୃଦ୍ଧି ରେ ଗଞ୍ଜାମ ଅଞ୍ଚଳରେ ସି ପି ଏମ ପକ୍ଷରୁ ପ୍ରତିବାଦ କରାଯାଇଛି। ସ୍ଥାନୀୟ ସି ପି ଏମ ନେତା ଦିଲୀପ କୁମାର ଛୋଟରାୟ ଙ୍କ ନେତୃତ୍ୟରେ ଗଞ୍ଜାମ ବ୍ଲକ ର ଲକ୍ଷ୍ମୀପୁର ଓ ଗଞ୍ଜାମ…
Read More...

ଲଂଗଲେଶ୍ୱର ପଞ୍ଚାୟତ ର ତିନୋଟି ଗ୍ରାମ କଣ୍ଟେନମେଣ୍ଟ ଓ ୮ ଟି ଗ୍ରାମ ବଫର ଯୋନ ଘୋଷିତ ।

ଖଲ୍ଲିକୋଟ-ତିନି ଜଣ କରନା ପଜିତିଭ ଚିହ୍ନଟ ହେବା ପରେ  ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଂଗଲେଶ୍ୱର ପଞ୍ଚାୟତ ର ତିନୋଟି ଗ୍ରାମ କଣ୍ଟେନମେଣ୍ଟ ଓ ୮ ଟି ଗ୍ରାମ କୁ ବଫର ଯୋନ ଘୋଷଣା କଲେ ଗଞ୍ଜାମ ଜିଲ୍ଲାପାଳ ।ଲଂଗଲେଶ୍ୱର ପଞ୍ଚାୟତ ର…
Read More...

୭୦ ଲିଟର ଦେଶୀମଦ ଜବତ,୨ଟି ବଇକ ସହ ୪ ଗିରଫ ।

ଆର,ଉଦୟଗିରି- ମୋହନା ପୁଲିସ ପେଟ୍ରୋଲିଙ୍ଗ୍କରିବା ସମୟରେ ମଙ୍ଗଳବାର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚୋର ମଦ ବିକ୍ରି କରୁଥିବା ଅଭିଯୋଗରେ ଚଢାଉ କରାଯାଇଥିଲା । ମୋହନା ପୁଲିସ ଏହି ଚଢାଉ ସମୟରେ ବିଭିନ୍ନ ସ୍ଥାନରୁ ୭୦ ଲିଟର ଦେଶୀ…
Read More...

ବୋରିଗୁମ୍ମା ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ଲୋକେ ଆତଙ୍କିତ।

ବୋରିଗୁମ୍ମା - ମହାମାରୀ କରୋନା ପ୍ରତିଦିନ ନୂଆଁ ନୂଆଁ ଅଞ୍ଚଳରେ ପାଦ ଥାପୁଥିବା ବେଳେ ଆଜି ବୋରିଗୁମ୍ମା ସହର କୁ ପାଦ ଦେଲାଣି। ଆଜି କୋରାପୁଟ ଜିଲ୍ଲାରେ ମୋଟ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୋରିଗୁମ୍ମା…
Read More...

୧୧ କେଭିଏ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଜଣେ ନିର୍ମାଣ ଶ୍ରମିକର ମୃତ୍ୟୁ , ଜଣେ ଗୁରୁତର

ଧାମନଗର- ଷେଣ୍ଢପୁର ରାସ୍ତାର ଦୋବଲ ଠାରେ ଗେଙ୍ଗୁଟି ନଦୀ ଉପରେ ନିର୍ମାଣାଧିନ ଏକ ପୋଲ ଉପରେ କାର୍ଯ୍ୟରତ ଜଣେ ଶ୍ରମିକର ୧୧କେଭିଏ ବିଦୁ୍ୟତ୍ ତା’ର ସଂସ୍ପର୍ଶରେ ଆସି ମୃତୁ୍ୟ ହୋଇଥିବା ଜଣାଯାଇଛି । ମଙ୍ଗଳବାର ଦିନ ପ୍ରାୟ ୯ଟା…
Read More...

କଣ୍ଟେନମେଣ୍ଟ ଜୋନ ରେ ବିଶୋଧକ ସିଞ୍ଚନ ଆରମ୍ଭ

ହିଞ୍ଜିଳିକାଟୁ:- ଗଞ୍ଜାମ ଜିଲ୍ଲାର ଦ୍ଵିତୀୟ ଜନବହୁଳ ସହର ହିଞ୍ଜିଳିକାଟୁ ମୁନିସିପାଲିଟିକୁ ଚାତକ ଭଳି ଆତୁର ହୋଇଛି ମହାମାରୀ କରୋନା।ପୂର୍ବରୁ କୌଣସି ସଂକ୍ରମଣ ଚିହ୍ନଟ ହୋଇ ନ ଥିବା ଏହି ସହରକୁ ଏବେ କରୋନା ପାଟି…
Read More...

ଏ.ସ୍.ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଜାଲନିଯୁକ୍ତି ଧରାପଡିଲା କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କଲା ଉଚ୍ଚଶିକ୍ଷା…

ଉଦୟଗିରି : ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ଥିତ ଅଭିମନ୍ୟୁ ସାମନ୍ତ ସିଂହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧିର ରାଉତ ଙ୍କ ଏକା ସମୟରେ ଦୁଇ ସ୍ଥାନରେ ଜାଲ ନିଯୁକ୍ତି ଗୁମର ଖୋଲିଛି । ତଦନ୍ତ ବାଟବଣା କରିବାକୁ ଶ୍ରୀ ରାଉତ…
Read More...

ବାଲିଗୁଡା :ଶୋଷ ମେଣ୍ଟାଉଛି ଦୁଷିତ ଚୁଆଁ ପାଣି , କେବେ ସୁଧୁରିବ ସମସ୍ୟା

ବାଲିଗୁଡ଼ା: ଜଳ ହିଁ ଜୀବନ । ହେଲେ ଆଜିବି ଅନେକ ଅଞ୍ଚଳ ରହିଛି ଯେଉଁଠି  ଟୋପେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ଗୁହାରି କରି କରି ଦିନ ପରେ ଦିନ,ମାସ ପରେ ମାସ,ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ସୁଧୁରୁନି…
Read More...

ରାଜ୍ୟରେ ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗତ ୪ମାସ ହେଲାଣି କରୋନା ସହ ରାଜ୍ୟବାସୀ ଲଢ଼ି ଆସୁଥିବା ବେଳେ ଆଜି ଏକ ବଡ ସଫଳତା ମିଳିଛି | ଏକା ସାଙ୍ଗରେ ଆଜି ସର୍ବାଧିକ ୨୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ରାଜ୍ୟକୁ ଆଜି ଏତେ ବଡ ସଫଳତା…
Read More...

ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି

ଭୁବନେଶ୍ୱର: ଆଜି ଅନଲକ-୧ର ଅବଧି ଶେଷ ହେବାକୁ ଯାଉଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷରୁ ଅନଲକ୍‌-୨ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି। ମୁଖ୍ୟ ଶାସନ ସଚିବ  ଅସିତ ତ୍ରିପାଠୀ  ଆଜି  ସାମ୍ବାଦିକ ସମ୍ମିଳନୀରେ କରୋନା ଭାଇରସ୍‌…
Read More...