Odisha news
Monthly Archives

June 2020

ରାଜ୍ୟରେ ଆଉ ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଆଉ ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି । ସୁସ୍ଥ ହୋଇଥିବା ୮୦ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ…
Read More...

କେବଳ ଖାଦ୍ୟ ପାଇଁ ନୁହେଁ “ଭୃଷୁଙ୍ଗ ପାତ୍ର” ରେ ରହିଛି ଔଷଧୀୟ ଗୁଣ

ଭୃଷୁଙ୍ଗ ପତ୍ର ଗାଁଗହଳି ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତେ ନିଜ ଖାଦ୍ୟରେ ବ୍ୟବହାର କରିଥାନ୍ତି l କିନ୍ତୁ ଦକ୍ଷିଣ ଭାରତର ଲୋକମାନେ ଏହାକୁ ନିଜ ଖାଦ୍ୟାରେ ଅଧିକ ପରିମାଣରେ ବ୍ୟବହାର କରନ୍ତି l ଭୃଷୁଙ୍ଗ ପତ୍ରର…
Read More...

ଆଗକୁ ଆସୁଛି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ଆସନ ପାଇଁ ନିର୍ବାଚନ : ଭାରତ ନିର୍ବାଚିତ ହେବା ନିଶ୍ଚିତ

ନୂଆଦିଲ୍ଲୀ : ଆସନ୍ତା ୧୭ ତାରିଖରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲିଥିବା ୫ଟି ଅସ୍ଥାୟୀ ଆସନ ପାଇଁ ନିର୍ବାଚନ ହେବ । ଚଳିତ ମାସରେ ଫ୍ରାନ୍ସ ନିରାପତ୍ତା ପରିଷଦର ସଭାପତି ଥିବାରୁ ଫ୍ରାନ୍ସ ଅଧ୍ୟକ୍ଷତାରେ ଏହି…
Read More...

ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ଶେଷ : ସ୍ନାନ ଯାତ୍ରା ପାଇଁ ୪ ରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ

ପୁରୀ: ଆଜି ପୁରୀରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଆସନ୍ତା ୪ ତାରିଖରୁ ପୁରୀରେ ତିନିଦିନ ଧରି ୧୪୪ଧାରା ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ଧାରା ଲୋକଙ୍କ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ଭାରତର ଅର୍ଥନୀତି ସଜାଡ଼ିବାକୁ ସରକାରଙ୍କ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ:ଦେଶର ଆର୍ଥିକ ଅବସ୍ଥା ସୁଧାରିବା ଦିଗରେ ସରକାର ଘରୋଇ ଉଦ୍ୟୋଗଗୁଡ଼ିକ ସହିତ ସବୁବେଳେ ଆଲୋଚନା ଜାରି ରଖିଛନ୍ତି ଆଉ ଆଗକୁ ମଧ୍ୟ ଜାରି ରଖିବେ। ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା ଅଧିନରେ କିପରି ଅଧିକ ନିଯୁକ୍ତି ସୃଷ୍ଟି…
Read More...

ସାମୁଦ୍ରିକ ବାତ୍ୟା ନିସର୍ଗ : ମଙ୍ଗଳବାର ଅପରାହ୍ନ ସୁଦ୍ଧା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ,ବୁଧବାର…

ନୂଆଦିଲ୍ଲୀ:  ଆରବ ସାଗରରେ ଉତ୍ତର ଦିଗକୁ ଗତି କରୁଥିବା ସାମୁଦ୍ରିକ ବାତ୍ୟା ନିସର୍ଗ ବୁଧବାର ମହାରାଷ୍ଟ୍ର ଉପକୂଳ ଛୁଇଁବ।  ଭାରତୀୟ ପାଣିପାଗ ବିଭାଗ ଆଜି କହିଛି ଯେ ସାମୁଦ୍ରିକ ବାତ୍ୟା ନିସର୍ଗ ମଙ୍ଗଳବାର ଅପରାହ୍ନ ସୁଦ୍ଧା…
Read More...

ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ | ସେହିପରି ମୋଦୀଙ୍କ କାମ ପାଇଁ ୯୫ ପଏଣ୍ଟ ଦେଇଛି ଓଡିଶା | ଏଭଳି କିଛି ତଥ୍ୟ ପ୍ରକାଶ କରିଛି ସି ଭୋଟର | ବର୍ତ୍ତମାନ ଦେଶ କରୋନା ଭୂତାଣୁ…
Read More...

ମନକୁ ଶାନ୍ତି ପ୍ରଦାନ କରେ ବରଗଛର ଛାଇ

ଆମେ ରାସ୍ତାରେ ଯିବାଆସିବା ସମୟରେ ଅନେକ ସ୍ଥାନରେ ବରଗଛ ଦେଖିଥାଉ l ଏହି ଗଛଟି ରାସ୍ତାରେ ପଥିକ ମାନଙ୍କୁ ଛାୟା ପ୍ରଦାନ କରିବା ସହିତ ପକ୍ଷୀ ମାନଙ୍କୁ ମଧ୍ୟ ସାହାରା ଦେଇଥାଏ l ବରଗଛ ଏକ ଦୀର୍ଘ ଜିବି ବିଶାଳ ବୃକ୍ଷ ଅଟେ l…
Read More...

ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମିଳିଛି। ଏଥିସହିତ…
Read More...

ପାଣିପାଗ ବିଭାଗର ଉପ ମହାନର୍ଦ୍ଦେଶକ ଆନନ୍ଦ କୁମାର ଶର୍ମା : କେରଳରେ ମୌସୁମୀର ଆଗମନ ,୯ଟି ଜିଲ୍ଲାରେ ୟେଲୋ ଆଲର୍ଟ

ନୂଆଦିଲ୍ଲୀ: କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚିଯାଇଛି। ପାଣିପାଗ ବିଭାଗର ଉପ ମହାନର୍ଦ୍ଦେଶକ ଆନନ୍ଦ କୁମାର ଶର୍ମା କହିଛନ୍ତି ଯେ ଆଜି କେରଳରେ ମୌସୁମୀର ଆଗମନ ହୋଇଛି ଏବଂ ରାଜ୍ୟର ଅଧିକାଂଶ ଅଂଚଳରେ ପ୍ରବଳ ବର୍ଷା…
Read More...